
ଭାରତ – ପାକିସ୍ତାନ ଭିତରେ ଚାଲିଥିବାର ଯୁଦ୍ଧ କେ ଦୃଷ୍ଟି ରେ ରଖି ବନ୍ଦ ହେଇଥିଲା ଆଇପିଏଲ୍ । ଫେର ମେ ୧୭ ନୁ ମୁଲ ହେବାର କେ ଯାଉଛେ ଆଇପିଏଲ ଜୁନ ୩ ରେ ଖେଲାଯିବା ଫାଇନାଲ। ବାକି ଅଛେ ଆରୁ ୧୬ ଟା ମ୍ୟାଚ୍। ଗଲା ମେ ୮ ତାରିଖ ଧର୍ମଶାଳା ରେ ପଞ୍ଜାବ କିଙ୍ଗସ୍ ଆର୍ ଦିଲ୍ଲୀ କ୍ୟାପିଟାଲ ଭିତରେ ଚାଲିଥିବାର ମ୍ୟାଚ୍ କେ ବ୍ଲାକ୍ଆଉଟ କାରଣ ରୁ ଅଧା ନୁ ବନ୍ଦ କରିଦିଆଯାଇଥିଲା । ପରେ ବିସିସିଆଇ ବୈଠକ ରେ ସପ୍ତାହେ ଲାଗି ଖେଲ ବନ୍ଦ ଲାଗି ନିଷ୍ପତି ନିଆଜାଇଥିଲା । ଦୁଇ ଦେଶ ଅସ୍ତ୍ର ବିରତି ଘୋଷଣା କଲା ପରେ ସୋମବାର ବୈଠକ ଡାକି ଫେର ଥରେ ଖେଲ ମୁଲ କରବାର ନିଷ୍ପତି ନେଇଛନ୍ ।
ବିସିସିଆଇ ପକ୍ଷ ରୁ ସୂଚନା ।