ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡ଼ାକ୍ତରଖାନା ରେ ଭୁଲ୍ ସୁଜା ନେଇଗଲା ୬ ଜଣଙ୍କର ଜୀବନ ।

ପରିବାର ଲୋକେ ଆନଲେ ଅଭିଯୋଗ ।

କୋରାପୁଟ;୦୪/୦୬(ମୋର୍ ସମିୟା) ଭୁଲ୍ ସୁଜା ନେଲା ୬ ରୋଗୀ ର ଜୀବନ । ଘଟଣା ଘଟିଛେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ଡ଼ାକ୍ତରଖାନା ରେ । ଗଲା କାଲି ରାତି ୫ ଜଣଙ୍କର ଜୀବନ ଯାଇଥିବାର ବେଲକେ ଆଜି ସକାଲୁ ଯାଇଛେ ଆଉ ଜଣଙ୍କର ଜୀବନ । ସେଥିର ଭିତରୁ ଆଇସିୟୁ ରେ ଥିବାର ୩ ରୋଗୀ ର ମୃତ୍ୟୁ ହେଇଥିବାର ବେଲକେ ୱାଡ଼ ରେ ଥିବାର ୨ ଟା ରୋଗୀ ଙ୍କର ମୃତ୍ୟୁ ହେଇଛେ । ନର୍ସ ଭୁଲ୍ ସୁଜା ଦେବାର ନୁ ତାକର୍ ରୋଗୀ ଙ୍କର ଜୀବନ ଯାଇଥିବାର ଅଭିଯୋଗ ଆନଲେ ପରିବାର ଲୋକେ । ମୃତ୍ୟୁ ହେଇଥିବାର ସବୁ ରୋଗୀ କେ ଶବ ବ୍ୟବଚ୍ଛେଦ ଲାଗି ପଠେଇ ଦିଆ ଯାଇଛେ । ଡ଼ାକ୍ତରଖାନା ରେ ରୋଗୀ ଙ୍କର ପରିବାର ଲୋକ ର ହୋହାଲ୍ଲା ଦେଖି ଟାଉନ୍ ଥାନା ପୋଲିସ ମୁତୟନ କରାଯାଇଛେ । କୋରାପୁଟ,କଳାହାଣ୍ଡି,ସେମିଲଗୁଡ଼ା ଏନ୍ତା ଅନେକ ଅଞ୍ଚଳ ରୁ ରୋଗୀ ଚିକିତ୍ସିତ ହଉଥିଲେ । ଆଇସୀୟୁ ରେ ଅପରେସନ ପରେ ରୋଗୀ ଠିକ ଥିଲେ କିନ୍ତୁ ସୁଜା ଦେବାର ୧୫ ମିନିଟ୍ ଉତାରୁ ସବୁ ରୋଗୀ ଙ୍କର ମୃତ୍ୟୁ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । ରାତି ଦାୟିତ୍ଵ ରେ ଥିବାର କର୍ମଚାରୀ ଭୁଲ୍ ସୁଯା ଦେଇଥିବାର ଅଭିଯୋଗ କରୁଛନ ପରିବାର ଲୋକ । ୱାଡ଼ ରେ ଥିବାର ରୋଗୀ ଙ୍କର ମୃତ୍ୟୁ କେନ୍ତା ହେଲା ଜଣାନାଇପଡ଼ି କିନ୍ତୁ ଆଇସିୟୁ ରେ ଥିବାର ରୋଗୀ ଙ୍କର ଆସିଛେ ଅଭିଯୋଗ । ଏତେ ବଡ଼ ଘଟଣା ଘଟଲା ପରେ ବି ନାଇ ଖୁଲବାର ଡାକ୍ତରଖାନା କତ୍ତୃପକ୍ଷ ଙ୍କର ମୁହୁ । ବାରମ୍ବାର ଅଭିଯୋଗ ଆସୁଛେ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନା ନାଁରେ କିନ୍ତୁ ନିଆନାଇ ଯିବାର କିଛି ପଦକ୍ଷେପ । ହନ୍ତସନ୍ତ ହଉଛନ ସାଧାରଣ ଲୋକେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!