ଜୀବନଚର୍ଯ୍ୟାରାଜନୀତି

ବିଡ଼ିଓ ମାନଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

କହେଲେ ମୋର୍ ସରାଲତା କେ ଦୁର୍ବଳତା ନାଇ ଭାବ ।

ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବିଡ଼ିଓ ଓ ସିଡ଼ିଓ ସମ୍ମିଳନୀ ରେ ଯୋଗ ଦେଇ ବିଡ଼ିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ ମୋହନ ସରକାର । ପୂର୍ବ ସରକାର ର ପ୍ରୀତି ଛାଡ଼ି ନୂଆ ସରକାର ର ନିର୍ଦ୍ଦେଶ ରେ କାମ କାରବାର କେ କଲେ ନିର୍ଦ୍ଦେଶ । ଲୋକଙ୍କର ଲାଗି କାମ କରବାର କେ ଦେଲେ ବିଡ଼ିଓ ମାନଙ୍କୁ ଉପଦେଶ। ସରକାରୀ ବାବୁ ମାନେ ବିଧାୟକ, ବିଧାୟିକା ମାନଙ୍କୁ ବି ସମ୍ମାନ ନାଇ ଦେଉଥିବାର କହେଲେ ମୋହନ । ପୂର୍ବ ସରକାର ରେ ଅନେକ ଥର ଇ କଥା ବିଧାନସଭା ରେ ବି ଉଠିଥିଲା । କିନ୍ତୁ ସରକାରୀ ବାବୁ ଙ୍କର ଖାତିର ନାଇଥିଲା । ଆର୍ ସରକାର ବଦଲିଗଲା ପରେ ବି ଠାଣି ନାଇ ଯିବାର କହେଲେ ମୁଖ୍ୟମନ୍ତ୍ରୀ । ଭିସି ସମିୟା ରେ କେତେଜଣ ବିଡ଼ିଓ ମୁଖ୍ୟମନ୍ତ୍ରୀ ଙ୍କର ଭାଷଣ ଆସଲେ ଟିଭି ବନ୍ଦ କରିଦେଉଥିବାର ମୋର୍ ପାଖେ ଖବର ଅଛେ। ଲୋକଙ୍କୁ ସେ ଜାଗା ରୁ ଖେଦିଦେଉଛନ ।

ସରପଞ୍ଚ ରୁ ମୁଖ୍ୟମନ୍ତ୍ରୀ ହେଇଛେ ମୋର୍ ସରଳତା କେ ଦୁର୍ବଳତା ନାଇ ଭାବ କହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!