
ବରଗଡ଼;୦୫/୦୬(ମୋର୍ ସମିୟା) ଗୁଟେ ଆଡ଼େ ଆଦିନିଆ ବର୍ଷା ଚାଷୀ କେ ଦାଉ ସାଧୁଥିବାର ବେଲକେ ଗଲା କାଲି ବରଗଡ଼ ଜିଲ୍ଲା ନୁ ଆସିଛେ ଗୁଟେ ଦୁଃଖ ର ଖବର। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ବୁର୍ଦା ଗାଁ ର ଜଣେ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ଙ୍କର ମୁଡେ ପଡ଼ିଛେ ବଢ଼େ ଟେ ଚଡ଼କ । ଗଲାକାଲି ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖା ନୁ ଧାନ ବିକା ପଇସା ବାହାର୍ କରି ନେଇଥିବାର ସମିୟା ରେ ଗୌରପଡ଼ା ଆର୍ ଥାନା ଛକ ମଝି ରେ ଅଟକି ଥିଲେ । ଆର୍ ଠିକ୍ ଇ ସମିୟା ରେ ଦୁର୍ବୃତ୍ତ ଆସି ଗାଡ଼ି ର ଡ଼ିଗି ଭାଙ୍ଗି ନେଇଗଲେ ୩ ଲକ୍ଷ ୬୫ ହଜାର ଟଙ୍କା । ବରଗଡ଼ ଜିଲ୍ଲା ଗୌରପଡ଼ା ରେ ଘଟିଛେ ଇ ଘଟଣା । ବର୍ଷା ଲାଗି ଧାନ ଭିଜି କରି ଗଜା ହେଇଯାଇ ଥିବାର ବେଲକେ ଚାଷୀ ର ପଇସା ଚୋରି । ଚାଷୀ ଙ୍କର ପଇସା ଫିରୀ ପାଇବେ ବଲି ପ୍ରତିଶୃତି ଦେଇଛନ ଥାନା ଅଧିକାରୀ । ଚାଲିଛେ ସିସିଟିଭି ଯାଞ୍ଚ ସାଙ୍ଗେ ଚୋର ଖୁଜା।
ଇ ଘଟଣା କେ ନେଇ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ । ବରଗଡ଼ ପୋଲିସ ଚୋରୀ ମାମଲା ରୁଜୁ କରି ଆରମ୍ଭ କରିଛେ ତଦନ୍ତ।