ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

୨୦ ଦିନ୍ ଉତାରୁ ଭାରତିୟ ଯବାନ କେ ଛାଡ଼ଲା ପାକିସ୍ତାନ ।

ଅଜାଣତ ରେ ପଲେଇଥିଲେ ପାକିସ୍ତାନ ସୀମା କେ

ନୂଆଦିଲ୍ଲୀ;୧୪/୦୫(ମୋର୍ ସମିୟା) ଗଲା ଏପ୍ରିଲ ୨୩ ତାରିଖ ପିକେ ସାହୁ ଚାଷୀ ମାନଙ୍କର ସାଙ୍ଗେ କଥା ହଉଥିଲେ । ପରେ ଗଛ ତଲେ ଛାଇ ରେ ବସବାର ଲାଗି ଯାଇକରି ଅଜାଣତ ରେ ପାକିସ୍ତାନ ସୀମା କେ ପଲେଇ ଯାଇଥିଲେ । ପରେ ପାକିସ୍ତାନ ର ଯବାନ ମାନେ ବିଏସ୍ଏଫ ଯବାନ କେ କାବୁ କରିନେଇଥିଲେ । ଇ ଘଟଣା ଟା ପହଲଗାମ ଆକ୍ରମଣ ର ଆରଦିନ ଘଟିଥିଲା । ଯବାନ ଜଣକ ପଞ୍ଜାବ ଫିରୋଜପୁର ରେ କାର୍ଯ୍ୟରତ ଥିଲେ । ଭାରତ ୭ ମେଇ ରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ଭାରତ ଆର୍ ପାକିସ୍ତାନ ଭିତରେ ଦେଖାଯାଇଥିଲା ଉତେଜନା। ଉତେଜନା ହେବାର ନୁ ପ୍ରାୟ ୨୧ ଦିନ ଧରି ପାକିସ୍ତାନ ରେ ଫସି ରହିଥିଲେ ଯବାନ । ଯୁଦ୍ଧ ସମିୟା ରେ ବି ବୈଠକ ବସିଥିଲା ଯବାନ କେ ଭାରତ ଫିରେଇ ଆନବାର କେ, କିନ୍ତୁ ଉତ୍ତର ନାଇ ଦେଇଥିଲା ପାକିସ୍ତାନ। ଦୁଇ ଦେଶ ଅସ୍ତ୍ରବିରତି ଘୋଷଣା ହେଲା ପରେ ଗଲା କାଲି ଯବାନ କେ ଫିରେଇ ଆନବାର ଲାଗି ବସିଥିଲା ବୈଠକ। ଆର୍ ଆଜି ସକାଲେ ୧୦.୩୦ ବଯେ ୱାଘା ବର୍ଡର ରେ ହସ୍ତାନ୍ତର କଲା ପାକିସ୍ତାନ। ଯବାନ କେ ପଚରାଉଚରା କରୁଛନ୍ ଭାରତୀୟ ସେନା ।

୨୧ ଦିନ ପରେ ସ୍ବଦେଶ ଫିରଲେ ଯବାନ । ଇ ଖବର ସୁନଲା ପରେ ସମସ୍ତଙ୍କର ମନ୍ ରେ ଉସତ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!