ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ସକାଲ ପାଏଲେ ବଲାଙ୍ଗିର ଆସୁଛନ ମୁଖ୍ୟମନ୍ତ୍ରୀ ।
ଗଜ ଗଜଉଛେ ବଲାଙ୍ଗିର ସହର ।

ବଲାଙ୍ଗିର;୧୬/୦୬(ମୋର୍ ସମିୟା) ଆଏବାକାଲି ଦୁଇ ନମ୍ୱର୍ ଥର ଲାଗି ବଲାଙ୍ଗିର ଜିଲ୍ଲା କେ ଆସୁଛନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦୁଲକୁଛେ ବଲାଙ୍ଗିର ସହର । ବଲାଙ୍ଗିର ପଥରଚେପା ରେ ଚାଲିଛେ ଜୋରଜଯାର ପ୍ରସ୍ତୁତି। ପ୍ରାୟ ୨୦ ହଜାର ଚାଷୀ କେ ନେଇ ପଥରଚେପା ପଡ଼ିଆ ରେ ହେବା ବିଶାଲ ଚାଷୀ ସମାବେଶ । ଇ କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ଉପ ମୁଖ୍ୟମନ୍ତ୍ରୀ ତଥା କୃଷୀମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,ଜିଲ୍ଲା ର ସବୁ ବିଧାୟକ ଓ ସାଂସଦ ସାଙ୍ଗେ ଯୋଗ ଦେବେ ଅନେକ ମନ୍ତ୍ରୀ । ଚାଷୀ ସମାବେଶ ରେ ସରକାର ଗୁଟେ ବର୍ଷେ ଦେଇଥିବାର ପ୍ରତିଶୃତି କେ କେତେ ପୂରଣ କରିଛନ୍ ଓ ଚାଷୀ ମାନଙ୍କର ଲାଗି କିଛି ଘୋଷଣା କରିପାରନ୍ ବଲି ଆଶା କରିଛନ୍ ଚାଷୀ ।
ତିଆରି ସରିଛେ ହେଲିପେଡ଼,ମଚାନ,ଲୋକଙ୍କର ଲାଗି ବସବାର ସୁବିଧା ସାଙ୍ଗେ ଲୋକେ ସୁରୁଖୁର ରେ ଆସବାର ଲାଗି ବସ୍ ର ସୁବିଧା । କାଲି କାଣା ଭେଟି ଦେବେ ବଲାଙ୍ଗିର ଜିଲ୍ଲା ଆର୍ ଚାଷୀ ଙ୍କର ଲାଗି ରହିଛେ ବଲାଙ୍ଗିର ବାସି ଙ୍କର ସାଙ୍ଗେ ଚାଷୀ ଙ୍କର ନଜର ।