
ସୋନପୁର;୦୫/୧୧(ମୋର୍ ସମିୟା) କାର୍ତ୍ତିକ ପୂର୍ଣ୍ଣିମା ଦିନ ବଢେ ଟେ ଅଘଟଣ। ଫେର ଗୁଟେ ଯୁବକ ର ଜୀବନ ନେଲା ସୁକତେଲ ନଦୀ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଉହୁଲାବାର ସମିୟା ରେ ଗୋଡ଼ ଖସରି ଯିବାର ନୁ ନିଜେ ଉହୁଲିଗଲେ ଜଣେ ଯୁବକ । ଯୁବକ ଜଣକ ହେଲେ ସୋନପୁର ଜିଲ୍ଲା ତରଭା ଥାନା କୁମୁଣ୍ଡେ ଗାଁ ର ଶୁଭ୍ରାଂଶୁ ପ୍ରଧାନ (୨୦) । ସୁକତେଲ ନଦୀ ର ପ୍ରଖର ସ୍ରୋତ ରେ ଭାସିଯିବାର୍ ପରେ ନଦୀ ଖଣି ନୁ ୫୦୦ ମିଟର ଦୁରିଆ ରେ ଗୁରୁତର ଅବସ୍ଥା ରେ ଶୁଭ୍ରାଂଶୁ କେ ଉଦ୍ଧାର କଲେ ଗାଁ ଲୋକେ । ପରେ ବଲାଙ୍ଗିର ଭୀମଭୋଇ ହସ୍ପିଟାଲ କେ ଆନବାର ଉତାରୁ ମୃତ ଘୋଷଣା କଲେ ଡାକ୍ତର। ଡାକ୍ତର ମୃତ ଘୋଷଣା କଲା ପରେ ପୁରା ଭାଙ୍ଗି ପଡ଼ିଛନ ପରିବାର ଲୋକେ,କାରଣ ଶୁଭ୍ରାଂଶୁ ଘରେ ଗୁଟେ ବଲି ପିଲା ଥିଲେ । ମୃତ୍ୟୁ ପରେ ଶୁଭ୍ରାଂଶୁ ଙ୍କର ଚକ୍ଷୁଦାନ କରିଛନ ପରିବାର ଲୋକେ ।




