ଅପରାଧତାଜା ଖବର

ଛତି ଲାଗି କାକା,ଖୁଡି, ବୁହେନ କେ ଟାଙ୍ଗିଆ ରେ ମାରଲା ପୁତୁରା ।

ମାରି କରି ଥାନା ରେ ଆତ୍ମ ସମର୍ପଣ ।

ବରଗଡ଼;୨୨/୦୭(ମୋର୍ ସମିୟା) ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ପଥୁରୀ ଗାଁ ରେ ଘଟିଛେ ଅଭାବନୀୟ ଘଟଣା। ଛତି ଲାଗି କାକା,ଖୁଡି, ବୁହେନ କେ ମାରିଦେଲା ପୁତୁରା । ଘଟଣା ସ୍ଥଳରେ ବୁହେନ ଆର୍ ଖୁଡି ର ମୃତ୍ୟୁ ହେଇଥିଲା । ପଥୁରି ଗାଁ ର ବିଶିକେଶନ ନାଗ ଛତି ଚାଷ କରିଥିଲେ । ରବିବାର ଦିନ ତାଙ୍କର ଛତି ଚୋରି କରିଥିବାର ନେଇ ପୁତୁରା ଓ କାକା ଶଶୀଭୂଷଣ ନାଗ ଙ୍କର ସାଙ୍ଗେ ପାଟିତୁଣ୍ଡ ହେଇଥିଲା । ଆର୍ ଗଲା କାଲି ବେଲା କେ କାକା ପୁତୁରା କେ ଟଙ୍ଗିଆ ରେ ଆକ୍ରମଣ କରିଥିଲା । ପରେ ଆକ୍ରମଣକାରୀ ବୁହେନ ସାବିତ୍ରୀ ଓ ଖୁଡି ବେଲମତି କେ ଆକ୍ରମଣ କରିଥିଲେ, ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା । ହତ୍ୟା ପରେ ହତ୍ୟାକାରୀ ନିଜେ ପଦମପୁର ଥାନା ରେ ଆତ୍ମସମର୍ପଣ କରିଛେ ।
ଖବର ପାଇ ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ଶବ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!