
ଭୁବନେଶ୍ୱର;୧୭/୦୮(ମୋର୍ ସମିୟା) ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ର ନେତା ନବୀନ ପଟ୍ଟନାୟକ ଆଇସିୟୁ ରେ ଭର୍ତ୍ତି ହେଇ ଥିବାର ସୂଚନା । ଡିହାଇଡ୍ରେସନ କାରଣ ରୁ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ଆଜି ସନ୍ଧ୍ୟା ରେ ତାହାକୁ ଭୁବନେଶ୍ୱର ର ଗୁଟେ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନା ରେ ଭର୍ତ୍ତି ଖବର ପାଇ ଦଳ ର ଭିନଭିନ ନେତା ଓ କର୍ମୀ ଙ୍କର ଭିଡ଼ ଜମିଥିଲା । ନବୀନ ଙ୍କର ସ୍ଵାସ୍ଥ୍ୟ ଖରାପ ଖବର ଶୁନି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ । ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଖାନା ଜାଇ ନବୀନ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗେଇ ଦେବାର କେ ଡାକ୍ତର ଙ୍କର ସାଙ୍ଗେ ଆଲୋଚନା କରିଛନ । ଗଲା ଜୁନ୍ ୨୨ ତାରିଖ ମୁମ୍ବାଇ ର କୋକିଳା ବେନ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନା ରେ ତାଙ୍କର ସର୍ଭାଇକାଲ ଆର୍ଥରାଇଟିସ ସଫଳ ଅପରେସନ ହେଇଥିଲା । ପରେ ସୁସ୍ଥ ହେଇ ସେ ଘର୍ କେ ଫିରିଥିଲେ ।