ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ଅତାବିରା ରେ ଜଘନ୍ୟ ହତ୍ୟାକାଣ୍ଡ, ଗୋଡ଼ଭଗା ସତୀଜୋର୍ ପାଖେ ଗଲା କାଟି ଫିକି ଦେଇଛନ ଦୁର୍ବୃତ୍ତ।

ମୃତକ ବରଗଡ଼ ଅଞ୍ଚଳ ର ସୂଚନା

ବରଗଡ଼;୧୨/୧୦(ମୋର୍ ସମିୟା) ବରଗଡ଼ ଜିଲ୍ଲା ଅତାବିରା ରେ ଜଘନ୍ୟ ହତ୍ୟାକାଣ୍ଡ। ଗୋଡ଼ଭଗା ସତୀଜୋର ପାଖେ ୫୩ ନମ୍ୱର୍ ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ ରାସ୍ତା ତରା କେ ଜଣେ ବ୍ୟକ୍ତି ଙ୍କର ଗଲା କାଟି ଫିକି ଦେଇଛନ ଦୁର୍ବୃତ୍ତ । ହତ୍ୟା ର ଶିକାର ହେଇଥିବାର ବ୍ୟକ୍ତି ହେଲେ ବରଗଡ଼ ଜିଲ୍ଲା ବରହାଗୋଡ଼ା ଗ୍ରାମାଞ୍ଚଳ ଥାନା ବରହାଗୋଡ଼ା ଗୌରାଙ୍ଗଟିକ୍ରା ର ୫୫ ବର୍ଷୀୟ ମହାଦେବ ସାହୁ । ସେ ଜଣେ ଟେଲର ବ୍ୟବସାୟୀ ଥିଲେ । ଗଲା କାଲି ଦୋକାନ କେ ସକାଳୁ ଆସବାର ପରେ ସେ ଘରକେ ନାଇ ଫିରିଥାଇ। ନିଖୋଜ ଥିବାର ନୁ ପରିବାର ଲୋକ ବହୁତ୍ ଖୋଜାଖୁଜି ପରେ ତାହାକୁ ନାଇ ପାଇଥାଇ। ଆଜି ତାଙ୍କର ମୃତଦେହ ଠାବ କରାଯାଇଛେ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ । ଘଟଣା ସ୍ଥଳରେ ଅତାବିରା ଓ ଗୋଡ଼ଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛେ । ଅଏତକା ତଦନ୍ତ ଲାଗି ଡ଼କ୍ ସ୍କ୍ୱାର୍ଡ ଆର୍ ସାଇନଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!