ତାଜା ଖବରଦେଶ ବିଦେଶ

ଜୁଲାଇ ୧୪ ରେ ଓଡ଼ିଶା ଆସୁଛନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

୨ ଦିନ ରହିବେ ରାଷ୍ଟ୍ରପତି ।

ଭୁବନେଶ୍ଵର;୦୧/୦୭(ମୋର୍ ସମିୟା) ଆଏବାର ୧୪ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ ରେ ଆସୁଛନ ଓଡ଼ିଶା ମାଟିର୍ ଝିଅ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୁସେନା ର ସ୍ଵତନ୍ତ୍ର ବିମାନ ରେ ଜୁଲାଇ ୧୪ ରେ ୫ ବଜେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ବର ଏମ୍ସ ର ସମାବର୍ତ୍ତନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ । ରାତି ରେ ରାଜଭବନ ରେ ରହି ସକାଲୁ କଟକ ଗସ୍ତ ରେ ଯାଇ ରେଭେନ୍ସା ବାଳିକା ବିଦ୍ୟାଳୟ ର ଶିଳାନ୍ୟାସ କାର୍ଯକ୍ରମ ରେ ଦେବେ ଯୋଗ । ପରେ ଜବାରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍ ରେ ଆଦିକବି ଶାରଳା ଦାସ ଙ୍କର ୬୦୦ ତମ ଜନ୍ମ ଜୟନ୍ତୀ ରେ ଦେବେ ଯୋଗ । କଳିଙ୍ଗ ରତ୍ନ ୨୦୨୪ ରେ ବି ମୁଖ୍ୟ ଅତିଥି ଭାବେ ଦେବେ ଯୋଗଦାନ । ସବୁ କାର୍ଯକ୍ରମ ସରଲା ପରେ ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!