ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ପାଟଣାଗଡ଼ ପୁରୁଣା ଡାକ୍ତରଖାନା ରେ ମେଡିସିନ ୱାଡ ଆର୍ ଓପିଡି ଦାବି ରେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ।
ରାସ୍ତାରୋକ ସମିୟା ରେ ମହିଳା ଙ୍କୁ ଉଠେଇ ନେଲା ପୋଲିସ ।

ବଲାଙ୍ଗିର;୧୨/୦୧(ମୋର୍ ସମିୟା) ପାଟଣାଗଡ଼ ପୁରୁଣା ଡାକ୍ତରଖାନା ରେ ମେଡିସିନ ୱାଡ ଆର୍ ଓପିଡି ଦାବି ରେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ । ଗଲା କେତେ ଦିନ ଆଗରୁ ପାଟଣାଗଡ଼ ବଲାଙ୍ଗିର ରାଜ ରାସ୍ତା ବି ଅବରୋଧ କରିଥିଲେ ଅଞ୍ଚଳ ବାସି । ପାଟଣାଗଡ଼ ଅଞ୍ଚଳ ବାସି ବାରମ୍ବାର ଦାବି କଲା ସତ୍ୱେ ବି କିହେ ନାଇ ସୁନବାର ନୁ ଶେଷ କେ ଆଜି ପାଟଣାଗଡ଼ ବନ୍ଦ ଡାକରା ଦେଇଥିଲେ ଅଞ୍ଚଳ ବାସି । ଆଜି ବନ୍ଦ ଡାକରା କେ ପାଟଣାଗଡ଼ ଅଞ୍ଚଳ ବାସି ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ଦ ଡାକରା ରେ ଦୋକାନ ବଜାର,ଗାଡ଼ି ଚଳାଚଳ,ସରକାରୀ,ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ଆନ୍ଦୋଳନ ସମିୟା ରେ ମହିଳା ମାନେ ରାସ୍ତା ରେ ବସିଥିବାର ବେଲକେ ଉଠେଇ ନେଇଥିଲା ପାଟଣାଗଡ଼ ପୋଲିସ । ପୋଲିସ ଜୋରଜବରଦସ୍ତି ଉଠେଇ ନେବାର ନୁ ଥାନା ପରିସର ରେ ଉତ୍ତେଜନା ଦେଖବାର କେ ମିଲିଥିଲା




