
ନୂଆପଡ଼ା;୦୫/୧୧(ମୋର୍ ସମିୟା) ନଭେମ୍ବର ୬ ତାରିଖ ନୂଆପଡ଼ା ଉପ ନିର୍ବାଚନ ଲାଗି ପ୍ରଚାର୍ ମଇଦାନ କେ ଆସବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କର ଲାଗି କରବେ ଭୋଟ ଭିକ୍ଷା । କୋମନା ରେ ରୋଡ ସୋ କରବାର ସାଙ୍ଗେ ପଞ୍ଚମପୁର ରେ ଗୁଟେ ସଭା ର ଆୟୋଜନ କରବେ ମୁଖ୍ୟମନ୍ତ୍ରୀ। ଦୁଇ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇ ବିଜେପି ଶିବିର ଚଳଚଞ୍ଚଳ ସାଙ୍ଗେ ନୂଆପଡ଼ା ରେ କଡ଼ାକଡ଼ି ବ୍ୟବସ୍ଥା । ନୂଆପଡ଼ା ରେ ଜମକୁଛେ ପ୍ରଚାର,ନିଜର ନିଜର ଦଳ ର ପ୍ରାର୍ଥୀ ଲାଗି ଘରଘର୍ ବୁଲି ଭୋଟ ମାଗୁଛନ ଦଳୀୟ ନେତା ।




