
ଝାରସୁଗୁଡ଼ା;୦୬/୦୩(ମୋର୍ ସମିୟା)ଶୁଇପଡିଛନ୍ ଝାରସୁଗୁଡା ର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବା ଡି. ଏସ୍. ଏସ୍. ଓ।ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ୍ ଝାରମୁଣ୍ଡା ପଂଚାୟତ ର ଭୂୟାଁପଡା ଗାଁ ର ଗୁଟେ ୬୮ ବର୍ଷିଆ ବ୍ରୁଦ୍ଧା ସୁବାସୀ ପ୍ରଧାନ ୨୦୨୧ ମସିହା ସେପ୍ଟେମ୍ବର ମାସୁ ଅନଲାଇନ୍ ରେ ବୁଢା ବୁଢୀ ଭତ୍ତା ଲାଗି ଆବେଦନ କରିଛନ୍,କିନ୍ତୁ ଏବେ ତକ୍ ତାହାକୁ ଭତ୍ତା ନୁହେ ମିଲେ। ଭତ୍ତା ର ଷ୍ଟାଟସ୍ ଚେକ୍ କଲେ ଜନାପଡୁଛେ ଯେ ଦରଖାସ୍ତ ଟା ଡି ଏସ୍ ଏସ୍ ଓ ପାଖେ ଅଛେ, ବାକି ଡି ଏସ୍ ଏସ୍ ଓ କାଏଁଯେ ଦରଖାସ୍ତ କେ ଏପ୍ରୁଭ୍ ନାଇ କରି ତାହା ଭଗବାନ୍ କେ ଜନା। ଇ ଆଡେ ବୁଢୀ ମାଁ କେ ୬୮ ବରଷ୍ ବୟସ୍,ଲୁରୁଥୁରୁ କରି ଚାଲୁଛନ୍,କେନ୍ତା କରି ଜିଲ୍ଲା ପ୍ରଶାସନ ପାଖ୍ କେ ପହଁଚିବେ, ଆର୍ କାଁ କରି ବି ଯିବେ ? ଡିଜିଟାଲ୍ ଇଣ୍ଡିଆ ର ଡିମଡିମି ପିଟା ଯାଉଛେ, ଘରେ ଥାଇକରି ସବୁ ହେବା କୁହା ଯାଉଛେ ଆଉ ବାକି ଲୁକର୍ ହଉଛେ ବି, କିନ୍ତୁ ଇ ସୁବାସୀ ପ୍ରଧାନ କ୍ଷେତ୍ର ରେ କାଏଁଯେ ପ୍ରଶାସନ କାର୍ଯାନୁଷ୍ଠାନ ନି ନେବାର୍? ଯଦି କାଗଜ୍ ପତର୍ ଠିକ୍ ନିନ ବେଲେ ନାକଚ୍ ବି କରିପାରତା, କିନ୍ତୁ ତାକର୍ ଦରଖାସ୍ତ ଟା ନା ନାକଚ୍ ହଉଛେ ନା ପାସ୍ ହଉଛେ। ଖାଲି ଗୁଟେ ଜିନିଷ୍ ଲେଖୁଛେ,” ଆପ୍ଲିକେସନ୍ ଇଜ୍ ଏପ୍ରୁଭ୍ଡ,ଫରୱାର୍ଡ଼େଡ ଟୁ ଡି.ଏସ୍ ଏସ୍ ଓ ” ।୨୦୨୧ ମସିହାର ବିଜେଡି ର ସରକାର୍ ଯାଇକରି ୨୦୨୫ ର ବିଜେପି ସରକାର ବି ପଲେଇ ଆସଲା କିନ୍ତୁ ଏବେ ତକ୍ ତାଁକର୍ ସମସ୍ୟା ର ସମାଧାନ ନି ହେଇ ପାରଲା, ଡି ଏସ୍ ଏସ୍ ଓ ମାନକର୍ କୁମ୍ଭକର୍ଣ୍ଣ ନିଦ୍ରା କେଭେ ନି ଭାଙ୍ଗଲା ଇ ଅବ୍ୟବସ୍ଥା ଲାଗି ସ୍ଥାନୀୟ ଲୋକ ମାନେ ଘୋର୍ ନିନ୍ଦା କରୂଛନ।