ନବୀନ ନିବାସ୍ ରେ ବିଜେଡ଼ି ର ଦୁଇ ପୁରୁଖା ନେତା ।
ବିଜେଡ଼ି ବିଜେଡ଼ି ଭିତରେ ତୁତୁମେମେ ।

ଭୁବନେଶ୍ୱର;୮/୦୪(ମୋର୍ ସମିୟା)। ନବୀନ ନିବାସ ରେ ଲାଗିଛେ ଗୁଟେ ପରେ ଗୁଟେ ନେତା ଙ୍କର ଗାଡ଼ି । ଦଳ ର ବିବାଦ ଭିତରେ ବସିଛେ ବରିଷ୍ଠ ନେତା ମାନଙ୍କର ବୈଠକ । ଦଳ ର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂହଦେଓ ନବୀନ ନିବାସ ରେ ପହଞ୍ଚିଛନ । ପରେ ପରେ କଳିକେଶ ସିଂଦେଓ, ପ୍ରତାପ ଦେବ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାବର୍ମା ଅନେକ ନେତା ପହଞ୍ଚିଛନ । ଦଳ ର ବିବାଦୀୟ ସ୍ଥିତି କେ ନେଇ ଆଲୋଚନା ।
ରାଜ୍ୟସଭା ରେ ୱାକଫ ବିଲ୍ କେ ନେଇ ଦେଖବାର କେ ମିଲିଛେ ବିଜେଡ଼ି ରେ ଝଡ଼। ସୋମବାର ମୁନ୍ନା ଖାଁ ନିଜର ସମର୍ଥକ କେ ଧରିକରି ନବୀନ ନିବାସ ରେ ପହଞ୍ଚିଥିଲେ ।
ସାଂସଦ ସମ୍ବିତ ପାତ୍ର ବିଲ୍ ସପକ୍ଷ ରେ ଭୋଟ ଦେବାର ଓ ଦେବାଶିଷ ସାମନ୍ତରାୟ ବିଲ୍ କେ ବିରୋଧ କର ବାର ନେଇ ଦଳ ଭିତରେ ବିବାଦ।
ରାଜ୍ୟସଭା ୱାକଫ୍ ବିଲ୍ କେ ବିଜେଡ଼ି ସାଂସଦ ମୁନ୍ନା ଖାଁ ବିରୋଧ କରିଥିବାର ବେଲେ ସାଂସଦ ସମ୍ବିତ ପାତ୍ର ଇ ବିଲ୍ କେ ସମର୍ଥନ କରିଥିଲେ । ଇ ଘଟଣା କେ ନେଇ କରି ଦେଖବାର କେ ମିଲିଛେ ବିବାଦ ।
ରାଜ୍ୟ ରାଜନୀତି ରେ ଆଲୋଚନ ବିଜେଡ଼ି ଦୁଇଫାଲ୍ ।