ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବରଗଡ଼ ରେ ଭେଣ୍ଡିଆ ପୁଓ କେ ପିଟିପିଟି ମାରିଦେବାର ଅଭିଯୋଗ ଆନଲେ ପରିବାର ଲୋକେ ।

ନିଶା କରବାର ହେଲା କାଲ୍।

ବରଗଡ଼;୦୮/୦୭(ମୋର୍ ସମିୟା) ବରଗଡ଼ ଜିଲ୍ଲା ରେ ଫେର ଗୁଟେ ହତ୍ୟା କାଣ୍ଡ । ଘରର୍ ଭେଣ୍ଡିଆ ପୁଓ କେ ପିଟିପିଟି ମାରିଦେଇ ଥିବାର ଅଭିଯୋଗ ଆନଲେ ପରିବାର ଲୋକେ । ମୃତ ବ୍ୟକ୍ତି ହେଲେ ବରଗଡ଼ ଜିଲ୍ଲା ନୂଆ ସରସରା ଗାଁ ର ୩୮ ବର୍ଷୀୟ ଗଣେଶ ବାଗ । ବାହୁଡ଼ା ଯାତ୍ରା ଦେଖି ୩ ଜଣ ସାଙ୍ଗ ଢାବା କେ ନିଶାସକ୍ତ ଅବସ୍ଥା ନେ ଖାଇ ଯାଇଥିଲେ,ସେ ଢାବା ରେ ୩ ଜଣ ଙ୍କର ଭିତରେ ଗାଲି ଝଗର ହେଇ ସାଙ୍ଗ ମାନେ ଗଣେଶ ଙ୍କର ମୁଡ଼ କେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ଆନଲେ ପରିବାର ଲୋକେ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରି ପରିବାର ଲୋକ କେ ହସ୍ତାନ୍ତର କରିଛେ । ନ୍ୟାୟ ଆଶାରେ ପରିବାର ଲୋକେ ।
ଘଟଣା ସ୍ଥଳରେ ସଦର ପୋଲିସ ର ତଦନ୍ତ ଆରମ୍ଭ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!