ଅପରାଧତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ
ବରପାଲି ରେ ପଡ଼ିଛେ ଓଡ଼ିଶା ବନ୍ଦ ର ପ୍ରଭାବ ।
ଦୁକାନ ବଜାର ରେ ତାଲା ।

ବରପାଲି;୧୭/୦୭(ମୋର୍ ସମିୟା) ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ରେ ଛାତ୍ରୀ ସୌମ୍ୟଶ୍ରୀ ବିଶି ମୃତ୍ୟୁ ଘଟଣା କେ ନେଇ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ସରକାର କେ ଟାର୍ଗେଟ କରି ରାଜରାସ୍ତା ରେ ବିରୋଧୀ । ଆଜି ପୁରା ଓଡ଼ିଶା ରେ ପଡ଼ିଛେ ବନ୍ଦ ର ପ୍ରଭାବ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ରେ ବି ଦୁକାନ ବଜାର, ସ୍କୁଲ,କଲେଜ, ଯାନ ବାହାନ ଚଳାଚଳ ବନ୍ଦ ଥିବାର ଦେଖବାର କେ ମିଲିଛେ । ରାଏଜେ ଦିନୁ ଦିନ କେ ବଢ଼ି ଚାଲୁଥିବା ନାରୀ ମାନଙ୍କର ପ୍ରତି ଅନ୍ୟାୟ ଅତ୍ୟାଚାର କେ ବିରୋଧ କରି କଂଗ୍ରେସ ର ୧୨ ଘଣ୍ଟିଆ ବନ୍ଦ ଡାକରା । ଏଫଏମ କଲେଜ ର ଛାତ୍ରୀ ଙ୍କୁ ଉପଯୁକ୍ତ ନ୍ୟାୟ ଦାବି ରେ ପ୍ରତିବାଦ କରୁଛେ ସାରା ଓଡ଼ିଶା । ଆଜି ସବୁ ସ୍କୁଲ୍,କଲେଜ,ଅଦାଲତ, ପେଟ୍ରୋଲ ପମ୍ପ,ବ୍ୟାଙ୍କ,ଦୁକାନ ବଜାର ସବୁ ଠପ୍ ହେଇ ଥିବାର ଦେଖବାର କେ ମିଲିଛେ । ଖାଲି ଜରୁରୀ କାଳୀନ ବ୍ୟବସ୍ଥା କେ ଆନ୍ଦୋଳନ ରୁ ଦିଆଜାଇଛେ ବାଦ । କିଛି ଉତେଜନା ପରିସ୍ଥିତି ନାଇ ହେବାର ଲାଗି ଚାରି ଆଡ଼େ ପୋଲିସ ର ସୁରକ୍ଷା ବ୍ୟବସ୍ଥା।