ଅପରାଧତାଜା ଖବର

ବଲାଙ୍ଗିର ତୁଷୁରା ତେଲ ନଦୀ ପୁଲିଆ ତଲୁ ମୃତ ଦେହ ଠାବ।

ହତ୍ୟା କି ଆତ୍ମହତ୍ୟା ସନ୍ଦେହ ।

ବଲାଙ୍ଗିର;୦୩/୦୧(ମୋର୍ ସମିୟା) ବଲାଙ୍ଗିର ତୁଷୁରା ତେଲ ନଦୀ ପୁଲିଆ ତଲୁ ମିଲା ମଲା ଦେହେ । ମୃତକ ହେଲେ ଦେଉଲଗୁଡି ଗାଁ ର ନଟରାଜ ଥାନାପତି। ମୃତ୍ୟୁ ପରେ ପରିବାର ଲୋକ ଆନିଛନ ହତ୍ୟା ଅଭିଯୋଗ। ଆର୍ ଗୁଟେ ମାସ ଗଲେ ଥିଲା ମୃତ ନଟରାଜ ଙ୍କର ବିହାଘର। ବିହାଘର ମାସେ ଆଗରୁ ବ୍ରିଜ ତଳୁ ମଲା ଦେହେ ମିଲବାର କେ ନେଇ ବଢୁଛେ ସନ୍ଦେହ । ଘଟଣା ସ୍ଥଳରେ ସାଇନଟିଫିକ ଟିମ୍ ଆର୍ ତୁଷୁରା ପୋଲିସ ପହଞ୍ଚି ମୁଲ କରିଛନ ତଦନ୍ତ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!