ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ଚୋର କେ ପୋଲିସ ଛାଡିଦେଲା ବଲି ଗାଁ ର ଶତାଧିକ ଗ୍ରାମବାସୀ ଆସି ବଲାଙ୍ଗିର ଏସପି ଅଫିସ୍ କଲେ ଘେରାଉ ।
ପହେଲା ଥାନା ତାର ପରେ ଏସପି ଅଫିସ୍ ।

ବଲାଙ୍ଗିର;୧୨/୦୧(ମୋର୍ ସମିୟା) ଗଲା କେତେ ଦିନ ଆଗରୁ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶମେଲ ପଞ୍ଚାୟତ ରେ ଇଲେକ୍ଟ୍ରି ତାର ଚୋରି ହେଇଥିଲା । ଯାହାକେ ନେଇ ଗ୍ରାମବାସୀ ପୋଲିସ ର ଦ୍ବାରସ୍ଥ ହେଇଥିଲେ । କିନ୍ତୁ ପୋଲିସ ଚୋର ମାନକେ ଆନିକରି ପଚରା ଉଚରା କରି ଛାଡି ଦେଇଥିବାର ଅଭିଯୋଗ କରିଛନ ଗ୍ରାମବାସୀ। ପୋଲିସ ଛାଡି ଦେବାର ପରେ ରାତି ଫେର ଥରେ ତାର ଚୁରେଇ ଥିବାର ଅଭିଯୋଗ କରିଛନ ଗ୍ରାମବାସୀ । ଇତାର ପ୍ରତିବାଦ ରେ ସୋମବାର ଏସପି ଅଫିସ ଘେରାଉ କରବାର ଯୋଜନା କରିଥିଲେ ଗ୍ରାମବାସୀ । କିନ୍ତୁ ଘେରାଉ ଆଗରୁ କୁଶମେଲ ପଞ୍ଚାୟତ ର ସରପଞ୍ଚ ଙ୍କୁ ଉଠେଇ ଆନିଥିଲା ପୋଲିସ । ଯାହାର ପ୍ରତିବାଦ ରେ କୁଶମେଲ ପଞ୍ଚାୟତ ର ଶତାଧିକ କର୍ମୀ ସଦର ଥାନା ଘେରାଉ କରି ସରପଞ୍ଚ କେ ଛାଡବାର କେ ଦାବି କରିଥିଲେ । ପରେ ଏସପି ଅଫିସ ଘେରାଉ କରିଥିଲେ ଗ୍ରାମବାସି । ପୋଲିସ ଗ୍ରାମବାସି ମାନକୁ ପ୍ରତିଶୃତି ଦେବାର ପରେ ଆନ୍ଦୋଳନ ରୁ ହଟିଥିଲେ ଗ୍ରାମବାସି।




