ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନରାଜନୀତିସ୍ପେସାଲ୍ ରିପୋର୍ଟ
ପଶ୍ଚିମ ଓଡ଼ିଶା ରେ ହେବା ୪ ଟା ନୂଆ ଏୟାରପୋର୍ଟ
ନୂଆ ସରକାର୍ ଙ୍କର ଚିନ୍ତା

ପଶ୍ଚିମ ଓଡ଼ିଶା କେ ଆକାଶ ମାର୍ଗେ ଯୁଡଵାର କେ ସରକାର ର ଚେଷ୍ଟା
କଳିକେଶ ନାରାୟଣ ସିଂଦେଓ ଙ୍କ ର ବିଧାନସଭା ର ପ୍ରଶ୍ନ ରେ ଉତ୍ତର ରଖଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ସୂଚନା ।
ବଲାଙ୍ଗିର ର ତୁଷୁରା, ସମ୍ୱଲପୁର ର ଜମାଦରପାଲ୍ଲୀ, ବରଗଡ ର ସତିଭଟା, ନୂଆପଡ଼ା ର ଗୋତମା ଏୟାରଷ୍ଟ୍ରିପ ର ହେବା ଉନ୍ନତୀକରଣ ।
ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରିପ ଲାଗି ୬୫ କୋଟି ଟଙ୍କା ଦେଲେ ସରକାର, ପଶ୍ଚିମ ଓଡ଼ିଶାର ବିମାନବନ୍ଦର ସଂଖ୍ୟା ୮ ହେବାର ସୂଚନାଶିଳ୍ପ,ପରିବହନ, ଗମନାଗମନ ଥି ପଶ୍ଚିମ ଓଡ଼ିଶାର ବିକାଶ ଲାଗି ଫୋକସ।ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଙ୍କ ର ସୂଚନା।