ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନଭିଡିଓମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

୩୪ ନମ୍ୱର୍ ଜୋନ୍ ରେ ଗୋଟେ ବି ନାଇନ ମହାବିଦ୍ୟାଳୟ

ବ୍ଲକ୍ ବନାବାର୍ ଲାଗି ଜିଲ୍ଲାପାଲ୍ ଙ୍କୁ ଦାବିପତ୍ର

ବ୍ଳକ୍ ଦାବି ନେଇ ଜିଲ୍ଲାପାଳ ଙ୍କର ଦ୍ବାରସ୍ଥ ହେଲେ ସରଗାଡ଼ ପଞ୍ଚାୟତ ବାସି

ବିରେନ୍ଦ୍ର ସାହୁ (ସରଗାଡ ପଞ୍ଚାୟତ ସମିତିସଭ୍ୟ) ; ଲୋଇସିଂହା ବ୍ଲକ୍ ର ୩୪ ନମ୍ୱର୍ ଜୋନ ରେ ଆସୁ ଥିବାର ସରଗାଡ ପଞ୍ଚାୟତ ରେ ଅଛେ ୧୧ ଟା ପଞ୍ଚାୟତ । ଇ ୧୧ ଟା ପଞ୍ଚାୟତ କେ ନେଇ କରି ସରଗାଡ ବ୍ଲକ୍ ଗଠନ କରାଯାଉ ବଲି ଦାବି କରୁଛନ୍ ସରଗାଡ ପଞ୍ଚାୟତ ବାସି। ୨୦୧୭ ନୁ ବ୍ଲକ୍ ଦାବି କରି ଆସୁଛନ୍ ସରଗାଡ ଗାଁ ଲୋକେ, ଏବେ ସରକାର ଭିନ ଭିନ୍ ଜାଗା କେ ବ୍ଳକ୍ ମାନ୍ୟତା ଦେବାର କେ ଯାଉଛନ ଆଉ ଇ ତା କେ ଦେଖିକରି ସରଗାଡ ଗ୍ରାମବାସୀ ଙ୍କ ମନେ ବି ରହିଛେ ଅନେକ ଆଶା ।

ଆଜି ଜିଲ୍ଲାପାଳ ଅନୁପସ୍ଥିତ ଥିବାର ନୁ ଏଡିଏମ୍ ଙ୍କୁ ଦେଲେ ଦାବିପତ୍ର ।

 

ମୁଖ୍ୟ ସମସ୍ୟା: ଗମନାଗମନ, ଶିକ୍ଷା, ବ୍ୟାଙ୍କ୍, ମେଡିକାଲ (ସ୍ୱାସ୍ଥ୍ୟ ସମସ୍ୟା), କଲେଜ୍ ନାଇ ଥିବାର ନୁ ପାଖାପାଖି ୩୦-୩୫ କି.ମି. ପାଠ ପଡ଼ି ଯାଇଛନ୍ ଛାତ୍ର ଛାତ୍ରୀ , ପାଖେ ଗୁଟେ ବ୍ୟାଙ୍କ୍ ନାଇ ଥିବାର ନୁ ଅନେକ୍ ସମସ୍ୟା ର ସମ୍ମୁଖୀନ ହେଉଛୁଁ କହିଲେ ସ୍ଥାନୀୟ ବାସିନ୍ଦା ।

 

ଓଡ଼ିଶା ରେ ଆସିଥିବାର ନୂଆ ସରକାର ଙ୍କର ନୁ ଆଶା କରୁଛନ୍ କେନ୍ତା କରି ସରଗାଡ କେ ମିଲବା ବ୍ଳକ୍ ମାନ୍ୟତା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!