
ଉତ୍ତରାଖଣ୍ଡ;୦୮/୦୫(ମୋର୍ ସମିୟା) ଉତ୍ତରାଖଣ୍ଡ ର ଉତ୍ତରକାଶୀ ଜିଲ୍ଲା ରେ ଆଜି ସକାଲୁ ହେଲିକପ୍ଟର ଦୁର୍ଘଟଣା ଘଟିଛେ । ସକାଲ ର ୯ ବଜେ ଗଙ୍ଗନାଇ ରେ ଘଟିଛେ ଇ ଦୁର୍ଘଟଣା। ଇ ଘଟଣା ରେ ୫ ଜଣ ଙ୍କର ମୃତ୍ୟୁ ହେବାର ସାଙ୍ଗେ ୨ ଜଣ ଆହତ ହେଇଛନ୍ । ଇ ହେଲିକପ୍ଟର ତୀର୍ଥ ଯାତ୍ରୀ କେ ଧରି କରି ଗଙ୍ଗୋତ୍ରି ଯାତ୍ରା କରୁଥିଲା । ଇ ହେଲିକେପ୍ଟର ଟା ଗୁଟେ ଘରୋଇ କମ୍ପାନୀ ର ବଲି ଜଣାପଡ଼ିଛେ ।
ଘଟଣା ସ୍ଥଳରେ ଉତ୍ତରକାଶୀ ଡିଏମ୍ ଓ ପୋଲିସ ମୁତୟନ।