
ବରଗଡ଼;୦୫/୧୨(ମୋର୍ ସମିୟା) ମୁକ୍ତାକାଶ ଖୋଲା ରଙ୍ଗମଞ୍ଚ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ୧ କୋଟି ଟଙ୍କାର ର ଆର୍ଥିକ ଅନୁଦାନ ଘୋଷଣା କଲେ ରାଜ୍ୟ ସରକାର। ଧନୁଯାତ୍ରା ରେ ଅଭିନୟ କରୁଥିବାର ୨୦୦ କଳାକାର କେ ବି ମିଲବା ୧୦ ହଜାର ଲେଖା ପୁରସ୍କାର ରାଶି । ଆଏବାର ଡିସେମ୍ବର ୨୪ ନୁ ଜାନୁୟାରୀ ୩ ତାରିଖ ତକ୍ ହେବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଦୁଲକିବା ମଥୁରା ନଗରୀ। ଧନୁଯାତ୍ରା ସମିୟା ରେ ପୁରୀ ଆର୍ ଭୁବନେଶ୍ଵର ନୁ ଚାଲବା ସ୍ଵତନ୍ତ୍ର ବସ୍। ଏଲଇଡି ପରଦା ଥି ହେବା ଧନୁଯାତ୍ରା ର ସିଧା ପ୍ରସାରଣ। ଇ ଥିର ଲାଗି ସ୍ୱତନ୍ତ୍ର ୱେବସାଇଟ ବି ଖୁଲାଯିବା । ରାଏଜ୍ ବାହାରେ ବି ଘରେ ଥାଇ କରି ଲୋକ ଦେଖି ପାରବେ ଧନୁଯାତ୍ରା । ବରଗଡ଼ ସହର ର ସବୁ ମୁଖ୍ୟ ଦ୍ଵାର ରେ ହେବା ଧନୁଯାତ୍ରା ଥିମ୍ ରେ ଗେଟ୍ ନିର୍ମାଣ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷ ନୁ ସୂଚନା ।




