ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

ଆଜି ଝାରସୁଗୁଡା ଆସୁଛନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଝାରସୁଗୁଡ଼ା ଯୁବ ସମାବେଶ ରେ ଦେବେ ଯୋଗ ।

ଝାରସୁଗୁଡ଼ା;୨୭/୦୯(ମୋର୍ ସମିୟା) ଆଜି ଝାରସୁଗୁଡା ଆସୁଛନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ୯.୨୦ ମିନିଟ୍ ରେ ବାୟୁସେନା ର ସ୍ଵତନ୍ତ୍ର ବିମାନ ରେ ଦିଲ୍ଲୀ ନୁ ବାହାରି ୧୧.୧୫ ବଯେ ଝାରସୁଗୁଡା ବିମାନ ବନ୍ଦର ରେ ପହଞ୍ଚିବେ ମୋଦି । ଓଡ଼ିଶା ରେ ବିଜେପି ସରକାର ଆସବାର ପରେ ସାତ୍ ନମ୍ୱର୍ ଥର ଲାଗି ଓଡ଼ିଶା ଆସୁଛନ ପ୍ରଧାନମନ୍ତ୍ରୀ । ଝାରସୁଗୁଡ଼ା ବିମାନ ବନ୍ଦର ନୁ ଜେଲ୍ ଛକ ତକ୍ ରୋଡ଼ ସୋ କରବେ ମୋଦି । ପରେ ଅମିଲିପାଲି ସଭାସ୍ଥଳ ରେ ଦେବେ ଯୋଗ । ସଭା ସ୍ଥଳ ରେ ଓଡ଼ିଶା ର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ, ଓ ଅନେକ ନେତା ମନ୍ତ୍ରୀ ଉପସ୍ଥିତ ରହେବେ । ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କେ ନେଇ ଚଳଚଞ୍ଚଳ ଝାରସୁଗୁଡା ଜିଲ୍ଲା । ସଭାସ୍ଥଳ ସାଙ୍ଗେ ଜିଲ୍ଲା ର ଛକେ ଛକେ ରହିଛେ କଡ଼ାକଡି ପୋଲିସ ବ୍ୟବସ୍ଥା। ଅନେକ ପ୍ରକଳ୍ପ ର ଶିଳାନ୍ୟାସ ଆର୍ ଶୁଭାରମ୍ଭ କରବାର ରହିଛେ କାର୍ଯକ୍ରମ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!