ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନସ୍ପେସାଲ୍ ରିପୋର୍ଟ

ଆରମ୍ଭ ହେଇ ଜାଇଛେ ପଲସ ଟୁ ପରୀକ୍ଷା

ବୋର୍ଡ ତରଫ ରୁ କଡ଼ାକଡି ବ୍ୟବସ୍ଥା

ଫେବୃଆରୀ ୧୮ ନୁ ମାର୍ଚ୍ଚ ୨୭ ତକ୍ ହେବା +୨ ପରୀକ୍ଷା 

ତା;୧୮/୦୨/୨୫ ରେ ଆରମ୍ଭ ହେଇଥିବାର ପହେଲା ଦିନେ ବିଜ୍ଞାନ ଛାତ୍ର ଛାତ୍ରୀ ଓଡିଆ ପରୀକ୍ଷା ଦେଇ ଥିଲେ, ଆଉ ଇ ବର୍ଷ ୧୨ ଶହ ୭୬ ସେଣ୍ଟର ରେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉ ଥିବାର ସୂଚନା ।

ପରୀକ୍ଷା ର ୪୫ ଦିନ ଭିତରେ ରେଜଲ୍ଟ ବାହାର୍ କରବାର୍ ଚାଲିଛେ ପ୍ରସ୍ତୁତି।

କପି ନାଇହେବା ବଲି ସବୁ ପରୀକ୍ଷା କେନ୍ଦ୍ର ରେ ସିସିଟିଭି ର ବ୍ୟବସ୍ଥା ସାଙ୍ଗେ କଡ଼ା କଡ଼ି ଚେକିଂ ର ବ୍ୟବସ୍ଥା କରିଛେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!