ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶରାଜନୀତି

ଓଡ଼ିଶା ଲାଗି ୨ ଟା ରେଲ୍ ପ୍ରକଳ୍ପ ମଞ୍ଜୁର କଲା କେନ୍ଦ୍ର ।

୫ ହଜାର ୧୦୪ କୋଟି ଟଙ୍କା ବିନିଯୋଗ ।

୨ ଟା ରେଲ୍ ପ୍ରକଳ୍ପ କେ ମିଲା କ୍ୟାବିନେଟ୍ ମଞ୍ଜୁରୀ । ଗଲା କାଲି କେନ୍ଦ୍ର କ୍ୟାବିନେଟ୍ ରେ ୪ ଟା ରେଲ୍ ପ୍ରକଲ୍ପ କେ ମଞ୍ଜୁର ମିଲିଥିବାର ବେଲେ ସେଥିରୁ ୨ ଟା ପ୍ରକଲ୍ପ ଓଡ଼ିଶା କେ ଭେଟି ।

ସମୁଲପୁର – ଜରପଡା ଲାଗି ୩ ହଜାର ୯୧୭ କୋଟି ଆଉ ଝାରସୁଗୁଡା – ଶାସନ ୧ ହଜାର ୧୮୭ କୋଟି । ଇ ଥିରେ ମୋଟ ୫ ହଜାରେ ୧୦୪ କୋଟି ଟଙ୍କା ବିନିଯୋଗ । ଏହା ଲେନ ୧୨୭ କିମି ଓ ୨୭୭ କିମି ଟ୍ରାକ୍ ନିର୍ମାଣ କରାଯିବା । ୧୧ ଟା ଷ୍ଟେସନ ୪୮୧ ଟା ବ୍ରିଜ ରହିଛେ । ୨୦୩୦-୩୧ ସୁଦ୍ଧା କାମ୍ ସାରବାର କେ ଲକ୍ଷ ରଖିଛନ୍ ସରକାର ।

ଇ ପ୍ରକଲ୍ପ ଦ୍ଵାରା ଝାରସୁଗୁଡା, ସମୁଲପୁର, ଅନୁଗୁଳ ଜିଲ୍ଲା ଗମନାଗମନ କ୍ଷେତ୍ର ଓ ପରିବହନ କ୍ଷେତ୍ର ନେ ଲାଭ ପାଇପାରବେ ।

୨ ଟା ରେଲ୍ ପ୍ରକଲ୍ପ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାମନ୍ତ୍ରୀ ଓ ରେଲ୍ ମନ୍ତ୍ରୀ କେ ଧନ୍ୟବାଦ ଜନାଲେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!