ଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

ଖଣି ଖଦାନ ଲାଗି ବିସ୍ଥାପିତ ହେବା ୨୦ ଟା ଆଡ଼େ ଗାଁ କେତେ ସତ୍ ଆରୁ କେତେ ମିଛ ଇ ଉପରେ ମତାମତ ରଖିଲେ କୋଶଲ୍ ବାଦି ନେତା ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର

ଆଗତୁରିଆ ମିଟିଂ କଲେ ଗ୍ରାମ ବାସି

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ର କିଛି ଟା ଗାଁ ରେ ଖଣିଜ ପଦାର୍ଥ ରହିଛେ ଆଉ ସେ ଖଣି ଖନନ ଲାଗି ପାଖାପାଖି ୨୦ ଟା ଗାଁ ବିସ୍ଥାପିତ ହେବାର ଖବର ସାମ୍ନା କେ ଆସିଥିଲା । ସତେ ଇ ଅଞ୍ଚଳ ରେ ଖଣିଜ ପଦାର୍ଥ ଅଛେ କେଁ ? ଇ ଉପରେ କିଛି ତଥ୍ୟ ଦେଇଛନ ବରିଷ୍ଠ ଆଇନଜୀବି ତଥା କୋଷଲ ବାଦି ନେତା ଶ୍ରୀ ପ୍ରମୋଦ କୁମାର ମିଶ୍ର ।

ଆମର ଅଞ୍ଚଳ ର ଅନେକ ଜାଗା ପହାଡ଼ିଆ ଅଞ୍ଚଳ ଅଛେ ଆଉ ଅନେକ ଜାଗା ରେ କିଛି ନା କିଛି ଖଣି ଖାଦାନ ରହିଛେ, କେତେ ଲୋକଙ୍କୁ ବିସ୍ଥାପିତ କରାଯିବା ବଲି ପ୍ରଶ୍ନ କଲେ ଶ୍ରୀ ମିଶ୍ର ?

ପୂର୍ବରୁ ଅନେକ ଜାଗା ରେ ଖଣି ଖନନ ହେଇଛେ (ଝାରସୁଗୁଡ଼ା, ସୁନ୍ଦରଗଡ, କେଦୁଝର) ଆଉ ସେ ସ୍ଥାନ ଟା ଦୂଷିତ ହେବାର ସାଙ୍ଗେ ଅନେକ ବେମାରୀ ବାହାରୁ ଥିବାର ଅଭିଯୋଗ କଲେ, ଜେନ୍ ଯେନ୍ ଜାଗା ରେ ବି ଖଣି ଖନନ ନା ରେ କାମ ହେଇଛେ ସେ ଜାଗା ରେ ଜନ ଜୀବନ ବିପର୍ଯ୍ୟସ୍ଥ ହେଇଯାଇଛେ,

ପହେଲା ଲୋକଙ୍କର ସ୍ବାର୍ଥ କେ ଦେଖିକରି କାମ କରାଯାଉ ବଲି ସରକାର ଙ୍କୁ କହିଲେ ଶ୍ରୀ ମିଶ୍ର, ଲୋକେ ସୁସ୍ଥ ଜୀବନ ଯାପନ କରବେ ବଲି ସରକାର ଗଢିଛନ କିନ୍ତୁ ସରକାର ଲୋକଙ୍କର ସ୍ବାର୍ଥ କେ ନାଇ ଦେଖବାର୍, ପ୍ରଜାମଙ୍ଗଳ ରାଷ୍ଟ୍ର ରେ ଯଦି ଜଙ୍ଗଲ ଜମୀ କେ ନଷ୍ଟ ଓ ଆଦିମ ଅଧିବାସୀ ଙ୍କୁ ବର୍ବାତ କରିଦେବାର ଟା ଗଣତନ୍ତ୍ର ର ଅପମାନ ହେବା ବଲି ଦୃଢ଼ ନିନ୍ଦା କଲେ ଶ୍ରୀ ମିଶ୍ର ।

ପହେଲା ଲୋକଙ୍କର ସ୍ବାର୍ଥ ପଛେ ଖଣି ଖଦାନ କହିଲେ କୋଶଳ ବାଦି ନେତା ଶ୍ରୀ ପ୍ରମୋଦ କୁମାର ମିଶ୍ର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!