
୨,୫୦୦ ହୋମଗାର୍ଡ ପଦବୀ ସୃଷ୍ଟି କରିଛନ ରାଜ୍ୟ ସରକାର। ବର୍ତ୍ତମାନ ପଦବୀ ସଂଖ୍ୟା ୧୭,୬୭୫ ଅଛେ ।ରାଏଯେ ଆଇନ ଶୃଙ୍ଖଳା ପରିସ୍ଥିତି କେ ଦୃଷ୍ଟି ରେ ରଖି ନିଷ୍ପତି ନେଇଛନ ସରକାର । ଆଗରୁ ଭିନ ଭିନ ବିଭାଗ ରେ ୧୨୦୦ ନିଯୁକ୍ତ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨,୫୦୦ ନୂଆ ପଦବୀ ବାହାରିଲା ପରେ ୨୦,୧୭୫ ହେବା ମୋଟ ପଦବୀ ସଂଖ୍ୟା ।
ଘୋଷଣା କଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।