
ସମ୍ୱଲପୁର : ଡାକ୍ତର କେ ଲୋକେ ଦ୍ଵିତୀୟ ଭଗବାନ୍ ରୂପେ ମାନସନ୍ ଆଉ ସେ ଭଗବାନ୍ ସଦୃଶ୍ୟ ଲୋକ ଭାବେ ଦୁଃଖୀ ଦରିଦ୍ର ଙ୍କର ସେବା କରି ଆସୁଥିବାର ଡ଼ଃ ରାମଚନ୍ଦାନି ଙ୍କର ନା ଏବେ ଭାରତ ର ଇତିହାସ ପୃଷ୍ଠା ରେ ଯୁଡ଼ି ହେଇଛେ ।
ଏକ ଟଙ୍କିଆ କ୍ଲିନିକ୍ କରି ସବୁ ଆଡ଼େ ପ୍ରଶଂସା ର ପାତ୍ର ହେଇ ଥିବାର ଡ଼ଃ ରାମଚନ୍ଦାନି ଏବେ ତାଙ୍କର କ୍ଲିନିକ୍ ରେ ୫୦୦ ଟଙ୍କା ପରିବର୍ତ୍ତେ ମାତ୍ର ୧ ଟଙ୍କା ରେ ଇସିଯି ସେବା ଯୋଗେଇ ଦଉଛନ
ଇ ସେବା ର ପହେଲା ସୁଯୋଗ ପାଇଛନ ତୁଲହରି ତାଣ୍ଡି ନାମକ ଜଣେ ବ୍ୟକ୍ତି, ଇ ସୁବିଧା କେ ଦେଖି କରି ଅନେକ ରୋଗୀ ଖୁସି ହେଉଥିବାର ଦେଖବାର କେ ମିଲିଛେ ଏନ୍ତା କାମ୍ କରି ସମାଜ୍ କେ ଭଲ ବାର୍ତ୍ତା ଦେଉଥିବାର ନୁ ଡ. ରାମ୍ ଚନ୍ଦାନି ଙ୍କୁ ଚାରି ଆଡେ ପ୍ରଶଂସା ର ସୁଅ ଛୁଟୁଛେ