ଦିଲ୍ଲୀ; ଆଜି ୧୧ ବଜେ ଦିଲ୍ଲୀ ନେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ର ଶପଥ ସମାରୋହ କାର୍ଯ୍ୟକ୍ରମ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂଦେଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହେଇ ଥିବାର ଦେଖବାର୍ କେ ମିଲିଛେ ।
ଫଟୋ ମାଧ୍ୟମ ରେ ସୂଚନା ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର
Back to top button
error: Content is protected !!