ରଜାମୁଣ୍ଡା ଇସକୁଲ୍ ରେ ମନାଲେ ବାର୍ଷିକିଆ ତିହାର
ବନେ ମଜା ମଜଲିଶ ପାଲନ ହେଲା ତିହାର

ବଲାଙ୍ଗୀର ବ୍ଲକ୍ ଭୂତିଆରବାହାଲ ପଞ୍ଚାୟତ ରଜାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇ ଜାଇଛେ (୨୦୨୪-୨୦୨୫)
ଇନ କୁଡ଼ାସିଂହା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ସୁନା ମୁଖିଆ କୁନୁଆ ହିସାବେ ଆସିଥିଲେ , ଭୂତିଆରବାହାଲ ପଂଚାୟତ ସମିତି ସଭ୍ୟ ସମ୍ମାନିତ କୁନୂଆ ଥିଲେ, ବିଦ୍ୟାଳୟର କେ ପରିଚାଳନା କରୁଥିବାର ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ସାହୁ , ଗଲା ଥରର ଚେୟାରମେନ ଶ୍ରୀ ସୁରେନ୍ଦ୍ର ସାହୁ,ରାଜେଶ ନନ୍ଦ ଅରୁ ଗାଁ ର ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ର ଶେଖର ପୁରୋହିତ ଯୋଗ୍ ଦେଇ ଥିଲେ ।
ପାହେଲା ରୁ ଛାତ୍ର ଛାତ୍ରୀ ମାନେ ସ୍ବାଗତ ଗୀତ ଗାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ,ତାରପରେ ପାହେଲା ରୁ ଛାତ୍ର ଛାତ୍ରୀ ମାନେ ସ୍ବାଗତ ଗୀତ ଗାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ,ତାରପରେ ଇସକୁଲ ର ମୁଖିଆ ଶିକ୍ଷକ ଶ୍ରୀ ଦାମୋଦର ପାଣିଗ୍ରାହୀ ଆସିଥିବାର କୁନୁଆ ମାନକର ପରିଚୟ କରି ସମ୍ମାନିତ କରିଥିଲେ ତାରପରେ ଭାଷଣ ଆରମ୍ଭ ହେଇ ଥିଲା ଭାଷଣ ରେ ସ୍କୁଲ୍ ର ଉନ୍ନତି ଉପରେ ଚର୍ଚା ହେଇ ଥିଲା,ପରେ ଭିନ୍ ଭିନ୍ କାର୍ଯ୍ୟ କ୍ରମ ହେଇ ଥିଲା କାର୍ଯକ୍ରମ ମାନକେ ଭାଗ ନେଇ ଥିବାର ଛାତ୍ର ଛାତ୍ରୀ ମାନକେ ଶେଷ କେ ପୁରସ୍କାର ଦେଇ ଥିଲେ ।
ଛାତ୍ର ଛାତ୍ରୀ ଙ୍କର ଗାଁ ବାସୀ ଙ୍କର ମାନେ କେତେନି କେତେ ଉସତ୍ ଆନନ୍ଦ ଦେଖବାର୍ କେ ମିଲିଥିଲା ।