ଜୀବନଚର୍ଯ୍ୟାତାଜା ଖବରବୁଲେଟିନସ୍ପେସାଲ୍ ରିପୋର୍ଟ
ଆଏଜ୍ ନୁ ମୁଲ୍ ହେଲା ମେଟ୍ରିକ୍ ପରୀକ୍ଷା
ଉଜଲ୍ ହେବା ଛାତ୍ର ଛାତ୍ରୀ ଙ୍କର ଭବିଷ୍ୟତ

ସ୍କୁଲ ଜୀବନ ର ସବୁ ନୁ ବଡ ପରୀକ୍ଷା କହୁ ଥିବାର ମେଟ୍ରିକ୍ ପରୀକ୍ଷା ତା;୨୧/୦୨/୨୫ ରୁ ତା;୦୬/୦୩/୨୫ ତକ୍ ଚାଲବା । ଇଥର ପରୀକ୍ଷା କେ ବହୁତ୍ କଡ଼ା କଡ଼ି କରା ଯାଉଛେ l ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ସାଙ୍ଗେ ସ୍କ୍ୱାର୍ଡ ଗଠନ କରା ଜାଇଛେ ।
୩୦୨୯ ସେଣ୍ଟର ରେ ୩ ଲକ୍ଷ ୧୨ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବାର ସୂଚନା।
ଆଜି ପହେଲା ଦିନ ଓଡିଆ ପରୀକ୍ଷା ଦଉଛନ ଛାତ୍ର ଛାତ୍ରୀ ।
ସକାଲ ର ୯ ବଜେ ନୁ ୧୧.୩୦ ବଜେ ତକ୍ ପରୀକ୍ଷା ର ସମିୟା ରହିଛେ, ଖାଲି ଗଣିତ ପରୀକ୍ଷା ଦିନ ଅଧିକା ୧୫ ମିନିଟ ଅର୍ଥାତ୍ ୧୧.୪୫ ତକ୍ ପରୀକ୍ଷା ହେବା ।
ନିତ୍ୟାନନ୍ଦ ଗଣ୍ଡ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ସୂଚନା ।