
ଝାରସୁଗୁଡ଼ା;୨୨/୦୨(ମୋର୍ ସମିୟା) ବେଲପାହାଡ ବନ୍ଧବାହାଲ ରୋଡ଼ ପଟ୍ଟନାୟକ ଛକ ଠାନେ ମଝା ରୁଡେ
ଅଜଗର ସାପ ରାସ୍ତା ଇ ଫାଲୁ ସେ ଫାଲ କେ ଯାଉଥିବାର ଦେଖବାର୍ କେ ମିଲିଛେ, ପାଖାପାଖି ୮ ଫୁଟ ର ହେବା ବଲି କହୁଛନ ଦେଖେନହାରି ଲୋକ ଇ ତା କେ ଦେଖିକରି ବହୁତ୍ ଗାଡ଼ି ମଟର ରାସ୍ତା ରେ ଅଟକି ରହିଥିବାର ଦେଖବାର୍ କେ ମିଲି ଥିଲା ।