ତାଜା ଖବରଦେଶ ବିଦେଶରାଜନୀତି

ଆଜି ଓଡ଼ିଶା ଆସୁଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର;୨୫/୧୦(ମୋର୍ ସମିୟା) ଆଜି ଓଡ଼ିଶା ଆସୁଛନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨:୪୫ ରେ ବାରଣାସୀରୁ ସ୍ବତନ୍ତ୍ର ବିମାନରେ ଆସିକରି ୪:୧୦ ରେ ଭୁବନେଶ୍ଵର ବିମାନ ବନ୍ଦର ରେ ପହଞ୍ଚିବେ। ସେନୁ ହେଲିକପ୍ଟର ଥିଇନଫୋଭ୍ୟାଲି-୨ କେ ଯିବେ। ସେନ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡାଟା ସେଣ୍ଟର ଆର୍ ସାଇବର୍ ପ୍ରଶିକ୍ଷଣ ପ୍ରତିଷ୍ଠାନ କେ ଉଦଘାଟନ କରବେ ପ୍ରଧାନମନ୍ତ୍ରୀ ମୋଦୀ। ସବୁ କାର୍ଯକ୍ରମ ସରବାର ପରେ ସନ୍ଧ୍ୟା ୫:୫୦ ରେ ମୋଦି ଙ୍କର କାରକେଡ଼ ବାହାରି ୬:୩୦ ରେ ବିମାନ ବନ୍ଦରରେ ପହଞ୍ଚିବେ। ସେନୁ ସ୍ୱତନ୍ତ୍ର ବିମାନ ରେ ଦିଲ୍ଲୀ ଅଭିମୁଖେ ବାହାରିବେ । ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ ଲାଗି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛେ। ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ସାଙ୍ଗେ ବଶିଷ୍ଠ ଅଧିକାରୀ ମାନେ କାର୍ଯକ୍ରମ ଜାଗା ରେ ଯାଞ୍ଚ କରୁଛନ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!