ତାଜା ଖବର

କାର୍ – ମଟରସାଇକେଲ ମୁହାଁମୁହିଁ ଧକ୍କା, ଗଲା ୨ ଜୀବନ ।

ବରଗଡ଼;୨୫/୧୦ (ମୋର୍ ସମିୟା) ପଦ୍ମପୁର ଥାନା ନରସିଂହପୁର ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍ – ମଟରସାଇକେଲ ମୁହାଁମୁହିଁ ଧକ୍କା ରେ ଗଲା ଦୁଇ ଜୀବନ। ମୃତକ ହେଲେ ରୋହିତ ରଣା ଓ କର୍ଣ୍ଣ ରଣା। ସେମାନେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଲ ର ବଲି ଜଣା ପଡ଼ିଛେ। ଖବର ପାଇ ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚିକରୀ ମଲା ଦେହେ କେ ଜବତ୍ କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କେ ଶବ ବ୍ୟବଛେଦ ଲାଗି ପଠେଇ ଦେଇଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!