
ସୁନ୍ଦରଗଡ଼;୨୫/୧୦(ମୋର୍ ସମିୟା) ଭୟଙ୍କର ସଡ଼କ ଦୁର୍ଘଟଣା।ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଉଁଳା ବାହାଲ ଛକ ପାଖେ ଦୁଇ ଟ୍ରେଲର ମୁହାଁମୁହିଁ ଧକ୍କା। ଧକ୍କା ହେବାର ନୁ ଗାଡ଼ି ନ ଯୁଏ ଲାଗି ଗାଡ଼ି ପୁଡ଼ି ଛାରଖାର ହେବାର ସାଙ୍ଗେ ଗାଡ଼ି ଚଲଉଥିବାର ଦୁଇ ଡ୍ରାଇଭର ବି ଜୀବନ୍ତ ଜଳି ଯାଇଛନ । ଗଲା ରାତି ପାଖାପାଖି ୧ ବଯେ ଇ ଭୟଙ୍କର ଦୁର୍ଘଟଣା ଘଟିଛେ। ଖବର ପାଇ ଘଟଣା ସ୍ଥଳରେ ଲେଫ୍ରିପଡା ଥାନା ପୋଲିସ ପହଞ୍ଚିବାର ବେଲକେ ଗାଡ଼ି ପୁଡି ଛାରଖାର ହେଇସାରିଥିଲା। ଗାଡ଼ି ଡ୍ରାଇଭର ର ପରିଚୟ ବର୍ତ୍ତମାନ ସୁଦ୍ଧା ନାଇ ମିଲି କିନ୍ତୁ ଏତେ ବଡ଼ ଦୁର୍ଘଟଣା କେନ୍ କାରଣ ନୁ ହେଲା ଏବେ ତକ୍ ଅସ୍ପଷ୍ଟ ରହିଛେ। ପୋଲିସ ର ତଦନ୍ତ ପରେ ପୁରା ଘଟଣା ସାମ୍ନା କେ ଆସବା।




