ଚେପେଇ ଦେଇ ଥିଲା ନ ମୋ ବସ୍ ଦେଖୁନ୍ ଦେଖୁନ୍ ବଞ୍ଚି ଗଲା ଜୀବନ
ଡ୍ରାଇଭର ର ଭୁଲ ଲାଗି ବୋଲି ହେଲା ଦୁର୍ଘଟନା ହେଲା ବୋଲି ଚର୍ଚା

ଭୁବନେଶ୍ୱର;୨୫/୦୨(ମୋର୍ ସମିୟା) ଦିନର ଦୁଇପହରିଆ ୧ ବଜେ ମାର୍ମନ୍ତିକ ଦୁର୍ଘଟନା ଘଟିଛେ, ଜେନ୍ ଥିରେ ଦୁଇ ଯାତ୍ରୀ ଗମ୍ଭୀର ଭାବେ ଆହତ ହେଇଛନ୍ ଇ ଘଟଣା ଟା ହେଉଛେ ଖରା ରୁ ରକ୍ଷା ପାଏବାର୍ ଲାଗି ଠିଆ ହେଇ ଥିବାର ମୋ ବସ୍ ତଲର୍ ଛାଇ ନେ ନେ ବାସି ଥିଲେ ଦୁଇ ଯୁବକ୍ ରଞ୍ଜିତ ବେହେରା ଆରୁ ହୃଦାନନ୍ଦ ମହାନ୍ତି, ଇ ସମିୟା ନେ ବସ୍ ଡ଼୍ରାଇଭର ବସ୍ ସାମ୍ନା ର ତଲେ କିଏ ଅଛନ୍ କିଏ ନାଇନ ନାଇ ଦେଖି କରି ଗାଡ଼ି ଚଲେଇ ଦେଲେ ଜେନ ଥୀର ଲାଗି ସାମ୍ନା ରେ ଥିବାର ଯୁବକ ଙ୍କର ଉପରେ ଅଧା ଚଢ଼ିଗଲା ବସ୍ ଯେତେ ବେଲେ ଅଲଗା ଯାତ୍ରୀ ମାନେ ଦେଖଲେ ସେତେ ବେଲେ ଜୋର୍ ରେ ରଡ଼ି ଡ଼୍ରାଇଭର ଙ୍କୁ ଗାଡ଼ି ଅଟକାବାର୍ ଲାଗି କହେଲେ ଗାଡ଼ି ପଛକେ କରବାର୍ ଲାଗି କହି ଥିଲେ ଡ୍ରାଇଭର ତୁରନ୍ତ ବ୍ରେକ୍ ଲଗେଇ କରି ଗାଡ଼ିକେ ପଛ କେ କଲେ। ଇ ଦୁର୍ଘଟନାରେ ରଞ୍ଜିତ ବେହେରାଙ୍କର୍ ଡେବ୍ରି ପାଦରେ ଗମ୍ଭୀର ଚୋଟ୍ ଲାଗିଛେ।
ହୃଦାନନ୍ଦ ମହାନ୍ତିଙ୍କର୍ କାନ୍ଧେ ଆରୁ ଅଣ୍ଟା ରେ ଆଘାତ ହେଇ ଥିବାର ସୂଚନା ମିଲିଛେ ଦୁଇ ଜନ୍ ଆହତ ଯୁବକଙ୍କୁ ସାଙ୍ଗେ ସାଙ୍ଗ କ୍ୟାପିଟାଲ୍ ଅସ୍ପତାଳ ନେଇଯାଇ କରି ଚିକିତ୍ସା କରାଯାଉଛେ।ମୋ ବସ୍ ଚଲଉଥିବାର୍ Capital Region Urban Transport (CRUT) ଇ ଘଟନା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ ଆରୁ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହନ୍ କରିଛନ୍
CRUT ଗୁଟେ ବିବୃତି ଜାରି କରି କହିଛେ
“ଯଦି ଡ଼୍ରାଇଭର ଆରୁ ଗାଇଡ଼ର୍ ସତର୍କ ଥିତେ ଆଜି ଏନ୍ତା ଅଘଟଣ ନାଇ ହେଇ ଥୀତା ଏନ୍ତା କହି ଦୁଇ ଜନ୍ କେ କାମ ରୁ ବାହାର୍ କରି ଦେଲେ CRUT ଇଟା ବି କହିଛେ ଜେ ଆଗକେ ଏନ୍ତା ପ୍ରାକାର୍ ର ଅଘଟଣ କେନ୍ତା ନାଇ ହେବା ସେଥିର ଲାଗି ଡ଼୍ରାଇଭର ମାନକୁ ଅଧିକା ସଚେତନ୍ କରାଯିବା