ଜୀବନଚର୍ଯ୍ୟାସ୍ପେସାଲ୍ ରିପୋର୍ଟ
ଆଜି ନୁ ଧୁକା ପବନ ସାଙ୍ଗେ ବର୍ଷା ହେବାର ସମ୍ଭାବନା ବଲି ସତର୍କ କଲା ପାଣିପାଗ ବିଭାଗ
୩ ରୁ ୫ ତାରିଖ ତକ୍ ବର୍ଷା ସମ୍ଭାବନା

ଖରା ନୁ ମିଲବା ଟିକେ ତ୍ରାହି ହେବା ହାଲୁକା ବର୍ଷା,୩-୫ ତରୀକ ତକ୍ ବିଭିନ୍ନ ଜାଗା ରେ ହାଲୁକା ବର୍ଷା ହେବାର ନେଇ ୟଲୋ ୱାନିଂ ଜାରି କଲା ପାଣିପାଗ ବିଭାଗ ଆଉ ସେ ଜିଲ୍ଲା ମାନେ ହେଲା -କଳାହାଣ୍ଡି,ବଲାଙ୍ଗିର, ବୌଦ୍ଧ, କୋରାପୁଟ, ନୂଆପଡା, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲା ରେ କରା ମାଡ଼ ସାଙ୍ଗେ ବର୍ଷା ଆଉ ଘଡଘଡି ର ବି ସମ୍ଭାବନା ଥିବାର ସୂଚନା ଦେଲା ପାଣିପାଗ ବିଭାଗ ।
ବରଗଡ଼, ସମ୍ବଲପୁର,ବଲାଙ୍ଗିର ରେ ୩ ତାରିଖ ହାଲୁକା ବର୍ଷା ସାଙ୍ଗେ କରା ମାଡ଼ ଓ ବିଜ୍ଲି ଘଡଘଡି ସାଙ୍ଗେ ୫୦-୬୦ କିମି ବେଗରେ ପବନ ଦେବାର ସମ୍ଭାବନା ।
ଲୋକଙ୍କୁ ସତର୍କ କଲେ ପାଣିପାଗ ବିଜ୍ଞାନୀ ।