
ଗଲା ୨୭ ତାରିଖ୍ କଂଗ୍ରେସ ବିଧାନସଭା ଘେରାଉ ବେଲେ ମୁହାଁମୁହିଁ ହେଇଥିଲେ କଂଗ୍ରେସ କର୍ମୀ ଆର୍ ପୋଲିସ । ୫ ହଜାର କଂଗ୍ରେସ କର୍ମୀ ନା ରେ ୧୦ ଟା ଦଫା ଲଗେଇଛେ କମିଶନରେଟ ପୋଲିସ । ଇ ଘଟଣା ରେ ଅନେକ କଂଗ୍ରେସ କର୍ମୀ ସାଙ୍ଗେ ପୋଲିସ ଆହତ ହେଇଥିଲେ ପରେ ପରେ କଂଗ୍ରେସ କର୍ମୀ ପୋଲିସ ଉପର କେ ଚେୟାର,ପଥର ଫିକିଥିଲେ ଓ ପୋଲିସ କଂଗ୍ରେସ କର୍ମୀ ଉପର କେ ଲାଠି ଚାର୍ଚ୍ଚ କରିଥିଲା । ଇ ଘଟଣା ରେ କ୍ୟାପିଟାଲ ଥାନା ରେ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନେକ କଂଗ୍ରେସ କର୍ମୀ ଙ୍କର ନାରେ ମାମଲା ରୁଜୁ ହେଇଛେ ।
ନାରୀ ସୁରକ୍ଷା ପ୍ରସଙ୍ଗ କେ ରଣହୁଙ୍କାର ଦେଇଥିଲା କଂଗ୍ରେସ। ଲୋୟରପିଏମଜି ପାଲଟିଥିଲା ରଣକ୍ଷେତ୍ର । ଇ ଘଟଣା ରେ ଏବେ ସୁଦ୍ଧା ୪ ଜଣ କେ ଗିରଫ କରିଛେ ପୋଲିସ ।