
ପୁରୀ;୧୩/୦୪(ମୋର୍ ସମିୟା) ପୁରୀ ଜଗନ୍ନାଥ ମନ୍ଦିର ରେ ଅନେକ ଥର ଚିଲ୍ ଉଡବାର ଓ ଉପରେ ବସବାର ଦେଖବାର୍ କେ ମିଳିଥିଲା । କିନ୍ତୁ ଆଜି ସକାଳୁ ଗୁଟେ ଚିଲ୍ ନୀଳଚକ୍ର ବାନା ଧରି କରି ମନ୍ଦିର ଚାରି ଆଡ଼େ ବୁଲୁଥିବାର ଦେଖବାର କେ ମିଲିଛେ । ଇଟା ଦେଖି କରି ଭକ୍ତ ମାନେ କିଛି ସମିୟା ଲାଗି ଆଶ୍ଚର୍ଯ୍ୟ ହେଇ କରି ଦେଖିରହିଥିଲେ । ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛେ ଭିଡ଼ିଓ । କିଛି ସମିୟା ଗଲା ପରେ ସମୁଦ୍ର ଆଡ଼େ ଯାଇ କରି ଚିଲ ଉଭାନ ହେଇଯାଇ ଥିବାର କହୁଛନ ପ୍ରତ୍ୟକ୍ଷଦର୍ଶୀ ।
ଏବେ ଇ କଥା କେ ନେଇ ସାଧରଣ ରେ ଚର୍ଚ୍ଚା ଦେଖବାର କେ ମିଲିଛେ କି ଇ ଟା ଶୁଭ ସଙ୍କେତ ନା ଅଶୁଭ ସଙ୍କେତ।