ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ଅଯୋଧ୍ୟା ରାମ୍ ମନ୍ଦିର୍ କେ ବୋମା ରେ ଉଡେଇ ଦେବାର କେ ଧମକ୍।

ବଢ଼ାଗଲା ସୁରକ୍ଷା ବ୍ୟବସ୍ଥା ।

ଅଯୋଧ୍ୟା ରାମ୍ ମନ୍ଦିର କେ ବୋମା ଲଗେଇକରି ଉଡେଇ ଦେବାର କେ ମିଲିଛେ ଧମକ୍ । ମନ୍ଦିର ର ସୁରକ୍ଷା ବଢ଼ାବାର୍ କେ ଦେଲେ ଚେତାବନୀ । ଇମେଲ୍ ଜରିଆ ରେ ରାମ୍ ମନ୍ଦିର ର ଟ୍ରଷ୍ଟ କେ ସୋମବାର ରାତି ରେ ମିଲିଛେ ଧମକ । ଜେନ ଥୀରେ ରାମ୍ ମନ୍ଦିର ର ସୁରକ୍ଷା କେ ବଢ଼ାବାର କଥା ଲେଖା ଜାଇଥିଲା ।

ଇମେଲ୍ ଆସଲା ପରେ ରାମ୍ ମନ୍ଦିର ର ଟ୍ରଷ୍ଟ ଅଯୋଧ୍ୟା ସାଇବର ଥାନା ରେ ଏତଲା ଦେଇଛନ । ଓ ସୁରକ୍ଷା ବ୍ୟବସ୍ଥା କେ କଡ଼ାକଡ଼ି କରାଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!