ଅପରାଧଜୀବନଚର୍ଯ୍ୟାତାଜା ଖବରରାଜନୀତି

ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ଜୁଏ ଲଗାବାର୍ ଘଟଣା କେ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ।

ଘଟଣା ର ଦତନ୍ତ ସାଙ୍ଗେ ଦୋଷୀ କେ ଦଣ୍ଡ ନିର୍ଦେଶ ।

ଭୁବନେଶ୍ୱର;୧୫/୦୪(ମୋର୍ ସମିୟା) ଆଜି ସକାଳୁ ବଲାଙ୍ଗିର ପାଟଣାଗଡ଼ ର ପର୍ଶୁରାମ ଛକ୍ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ଯୁଏ ଲଗେଇ ଦେବାର ଘଟଣା ଟା ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ହେଇଛେ । ରାଜ୍ୟ ରାଜନୀତି ରେ ବି ଘଟଣା କେ ନେଇକରି ଅନେକ ନିନ୍ଦା କରାଯାଇଛେ ।

ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବି ଘଟଣା କେ ନିନ୍ଦା କରିଛନ । ଘଟଣା ର ତଦନ୍ତ କରି ଦୋଷୀ କେ ଦଣ୍ଡ ଦେବାର ସାଙ୍ଗେ ଘଟଣା ପଛାଡେ ଯଦି କିଛି ଷଡ଼ଯନ୍ତ୍ର ଅଛେ ତାହେଲେ ପର୍ଦ୍ଧାଫାଶ କରବାର କେ ପୋଲିସ କେ ନିର୍ଦ୍ଦେଶ ଦେଇଛନ ।

ଆମର ସରକାର ସବୁ ବରପୁତ୍ର କେ ସମ୍ମାନ ଦେଇଛନ, ବିଜୁ ବାବୁ ଙ୍କର ପ୍ରତି ମୋର୍ ବ୍ୟକ୍ତିଗତ ଭାବେ ସମ୍ମାନ ରହିଛେ କହିଛନ୍ ମୁଖ୍ୟମନ୍ତ୍ରି ମୋହନ ଚରଣ ମାଝି ।

ଏବେ ସୁଦ୍ଧା ଇ ଘଟଣା ରେ ଜଣେ ଗିରଫ ହେଇଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!