ଜୀବନଚର୍ଯ୍ୟାତାଜା ଖବର

ହାତୀ ଆକ୍ରମଣ ରେ ଜଣେ ମୃତ ଜଣେ ଗୁରୁତର ।

ମହୁଲ ବେଟି ଗଲା ସମିୟା ରେ ମାରିଦେଲା ହାତୀ ।

ବରଗଡ଼;୧୬/୦୪(ମୋର୍ ସମିୟା) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ର ଟୁର୍ଚା ଗାଁ ନେ ୨ ଟା ମହିଳା ପାଖର୍ ଝାର୍ କେ ମହୁଲ ବେଟି ଯାଇଥିବାର ସମୀୟା ରେ ହାତୀ ଆକ୍ରମଣ ରେ ଜଣେ ମହିଲା ଙ୍କର୍ ଘଟଣା ସ୍ଥଲ୍ ରେ ମୃତ୍ୟୁ ହେଇଯାଇଥିବାର୍ ବେଲକେ ଆର୍ ଜଣେ ପୁଟ୍ ପୁଟ୍ କରୁଥିବାରନୁ ବୁର୍ଲା ଡ଼ାକ୍ତରଖାନା କେ ସ୍ଥାନାନ୍ତର କରାଯାଇଛେ।

ମୃତ ମହିଲା ଙ୍କର୍ ନାଁ କେତକୀ ସାହୁ , ଆଉ ଜଣେ ରାଜକୁମାରୀ ସାହୁ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!