ଜୀବନଚର୍ଯ୍ୟାତାଜା ଖବରରାଜନୀତି
ଓଡ଼ିଶା ଗସ୍ତ ରେ ଆସୁଛନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ।
ଦୁଇ ଦିନିଆ ଗସ୍ତ ରେ ଆସୁଛନ୍ ଶାହା ।

ଭୁବନେଶ୍ୱର;୦୨/୦୫(ମୋର୍ ସମିୟା) ଆଏବାର ୧୦ ଓ ୧୧ ତାରିଖ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କର ଦୁଇ ଦିନିଆ ଓଡିଶା ଗସ୍ତ। ୧୦ ରେ ଭ୍ବବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବେ ଶାହା । ସନ୍ଧ୍ୟା ରେ ପୁରୀ ଯାଇ କରି ଜଗନ୍ନାଥ ଦର୍ଶନ କରବେ ଶାହା। ୧୨ ରେ ସମ୍ବଲପୁର ଆସିକରି ସମଲେଶ୍ୱରୀ ଙ୍କର ଦର୍ଶନ କରବାର ସାଙ୍ଗେ ଭିନ୍ ଭିନ୍ ପ୍ରକଲ୍ପ ର କରବେ ଶିଳାନ୍ୟାସ। ପରେ ଜନତା ମଇଦାନ ରେ କାର୍ଯକ୍ରମ ଥିବାର ସୂଚନା ।
ଶାହା ଙ୍କର ଗସ୍ତ ନେଇ ସୂଚନା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ।