
ସମ୍ୱଲପୁର;୦୯/୦୫(ମୋର୍ ସମିୟା) ଆଜି ନୁ ପର୍ଯ୍ୟଟକ କେ ହୀରାକୁଦ ଡେମ ମନା । ଭାରତ – ପାକିସ୍ତାନ ଯୁଦ୍ଧ କେ ନେଇ ଲାଗିରହିଥିବାର୍ ପରିସ୍ଥିତି କେ ଦେଖି କରି ନିଆଗଲା ପଦେକ୍ଷପ। ସମୁଦ୍ର ପଥ ଦେଇ ଆସିକରି ଅଘଟଣ କରିପାରାନ ଆତଙ୍କି। ଆଜି ସକାଲ ର୍ ୬ ବଜେ ନୁ ରୁରକ୍ଷା ବ୍ୟବସ୍ଥା କରାଯାଇଛେ କଡ଼ାକଡ଼ି। ଯୁଗିରହିଛନ ସଶସ୍ତ୍ର ଅସ୍ତ୍ର ବାହିନୀ। ପଇତାର ମାରୁଛେ ପୋଲିସ । ଡେମ ର ଉଭୟ ହୀରାକୁଦ ଓ ବୁର୍ଲା ଆଡୁ ପର୍ଯ୍ୟଟକ କେ ଆସବାର ମନା । ଆଧୁନିକା ଅସ୍ତ୍ରଶସ୍ତ୍ର ସାଙ୍ଗେ ଲାଇଟ ମେସିନ ଗନ ଓ ଡେମ ର ଚାରିଆଡ଼େ ପେଟ୍ରିଲିଂ ବ୍ୟବସ୍ଥା କଡ଼ାକଡ଼ି । ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ମିଶି କରୁଛନ୍ ମୁକାବିଲା। ସୁରକ୍ଷାକର୍ମୀ ଙ୍କୁ ସହଯୋଗ ଲାଗି ସଧାରଣ ଳୋକଙ୍କୁ ଅପିଲ । ଯେ କୌଣସି ସନ୍ଦେହଜନକ ଲୋକଙ୍କୁ ଦେଖଲେ ତୁରନ୍ତ ପୋଲିସ କେ ଖବର ଦେବାର କେ କରାଯାଇଛେ ଅନୁରୋଧ।
ଡେମ କର୍ତ୍ତୃପକ୍ଷ କେ ଛାଡ଼ିକରି ବାକି ସମସ୍ତଙ୍କୁ ମନା ।