
ସମ୍ବଲପୁର;୧୯/୦୫(ମୋର୍ ସମିୟା) ହାତୀ ଆକ୍ରମଣରେ ବୃଦ୍ଧ ଙ୍କର ମୃତ୍ୟୁ। ସମ୍ୱଲପୁର ଜିଲ୍ଲା ଯୁଜୁମୁରା ବ୍ଳକ୍ ପଡ଼ିଆବହାଲ ଡ଼ଙ୍ଗରପଡ଼ା ରେ ୭ ଟିକିଆ ହାତୀ ପଲର ବିତ୍ପାତ। ହାତୀ ଆକ୍ରମଣରେ ଜୀବନ ହରେଇ ଥିବାର ବୃଦ୍ଧ ହେଲେ ଶ୍ୟାମସୁନ୍ଦର୍ ପ୍ରଧାନ। ଶ୍ୟାମସୁନ୍ଦର୍ ଘର୍ କେ ଫିରୁଥିବର୍ ସମିୟା ରେ ହାତୀ ପଲ ର ସମ୍ମାସାମ୍ନି ହେଇଯାଇ ଥିଲେ । ଫଳ ରେ ହାତୀ ଆକ୍ରମଣ କରବାର ନୁ ଶ୍ୟାମସୁନ୍ଦର ଙ୍କର ଜୀବନ ଯାଇଛେ ।
ଖବରପାଇ ଘଟଣା ସ୍ଥଳରେ ବନବିଭାଗ ର ଟିମ୍ ପହଞ୍ଚି ତଦନ୍ତ ଜାରି ।