
କଳାହାଣ୍ଡି;୦୧/୦୬(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ – ଭବାନୀପାଟଣା ୨୬ ନମ୍ୱର୍ ଜାତୀୟ ରାଜପଥ ରେ ମଟର ସାଇକେଲ ସାଙ୍ଗେ ଦରପୁଡା ମଲାଦିହି ଉଦ୍ଧାର । ମୃତକ ହେଲେ କୋରାପୁଟ ର ପବିତ୍ର ଗୋଲାପି । ଭବାନୀପାଟଣା ରିଜର୍ଭପୋଲିସ ରେ ଥିଲେ ପବିତ୍ର । ତାହାକୁ କେହି ଦୁର୍ବୃତ୍ତ ଗାଡ଼ି ସାଙ୍ଗେ ଜାଲି ଦେଇଥିବାର ସନ୍ଦେହ କରାଯାଉଛେ । ଆଜି ସକାଲୁ ରାସ୍ତା ଉପରେ ଦରପୁଡ଼ା ମଲାଦିହି ଦେଖିକରି ଜୁନାଗଡ଼ ପୋଲିସ କେ ଖବର ଦେଇଥିଲେ,ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପୁହୁଞ୍ଚିକରି ମୃତ ଦେହ ଜବତ କରବାର ସାଙ୍ଗେ ଘଟଣା ର ତଦନ୍ତ କରୁଛେ ଜୁନାଗଡ଼ ପୋଲିସ । ପବିତ୍ର ଗଲାକାଲି ରାତି କୋରାପୁଟ ତାଙ୍କର ଘର୍ କେ ଯାଉଥିବାର ସମିୟା ରେ ଘଟିଛେ ଦୁର୍ଘଟଣା।
ଏବେବି ସନ୍ଦେହ ଘେର ରେ ମୃତ୍ୟୁ ର ରହସ୍ୟ। ଇଟା ଦୁର୍ଘଟଣା କି ହତ୍ୟା ତଦନ୍ତ କରୁଛେ ପୋଲିସ ।