
ବଲାଙ୍ଗିର;୩୦/୧୦(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଗୋଏଲପିଟା ଗାଁ ର ଜଙ୍ଗଲ ରୁ ଜଣେ ଅର୍ଦ୍ଧଦଗ୍ଧ ମହିଳା ଙ୍କର ମୃତ ଦେହ ଉଦ୍ଧାର କରାଯାଇଛେ । ବୁଧୁବାର ସକାଲୁ ଗାଁ ର କିଛି ଲୋକ ଛେଲ୍ ଚେରେଇ ଯାଇଥିବାର ସମିୟା ରେ ମହିଳା ଙ୍କର ମଲା ଦେହେ ଦେଖିଥିଲେ । ପରେ ଶବ ପଡ଼ିଥିବାର ଜମିନ୍ ର ମାଲିକ ପୋଲିସ କେ ଖବର ଦେଇଥିଲେ । ମଲା ଦେହେ ପାଖୁ ମହିଳା ଙ୍କର ଭାଙ୍ଗଲା ଚୁଡି ଆର୍ ଶାଢ଼ୀ ପଡ଼ିଛେ । ପ୍ରାଥମିକ ତଦନ୍ତ ରୁ ମହିଳା ଙ୍କୁ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରବାର ଲାଗି ପୁଡେଇ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛେ । ମହିଳା ଙ୍କର ମୁହୁଁ ପରଛା ପୁଡ଼ି ଯିବାର ନୁ ତାଙ୍କର ପରିଚୟ ମିଲି ନାଇପାରବାର । ଘଟଣା ସ୍ଥଳ ରେ ଦେଓଗାଁ ପୋଲିସ ଆର୍ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ । ଫେର ଥରେ ଅଶାନ୍ତ ହେଉଛେ ବଲାଙ୍ଗିର । ଗଲା ତିନ ଦିନ ଭିତରେ ଦେଓଗାଁ ଅଞ୍ଚଳ ରୁ ଦୁଇଟା ହତ୍ୟା ଖବର ସାମ୍ନା କେ ଆସଲାନ ।




