ତାଜା ଖବର
ଜନମ୍ ମାଏଟ୍ ଟିଟିଲାଗଡ଼ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ପାର୍ଥିବ ଶରୀର।
ଗାଁ ରେ ଶୋକ ର ଛାୟା।

ବଲାଙ୍ଗିର;୧୮/୧୧(ମୋର୍ ସମିୟା) ଜନମ୍ ମାଏଟ୍ ଟିଟିଲାଗଡ଼ ରେ ପହଞ୍ଚିଲା ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ପାର୍ଥିବ ଶରୀର। ହ୍ୟୁମାନ କେ ହରେଇ କରି ପୁରା ଅଞ୍ଚଳ ରେ ଶୋକ ର ଛାୟା। ଗଲା କାଲି ଭୁବନେଶ୍ବର ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗର ଙ୍କର ମୃତ୍ୟୁ ହେଇଥିଲା ।ମୃତ୍ୟୁ ପରେ ଭୁବନେଶ୍ବର ରୁ ଜମନ୍ ମାଟି ଟିଟିଲାଗଡ଼ ର ଡେଙ୍ଗ ଗାଁ ଅଭିମୁଖେ ଅନାଯାଇଥିଲା ପାର୍ଥିବ ଶରୀର । ବାଟେ ଆସୁଥିବାର ସମିୟା ରେ ଜାଗା ଜାଗା ରେ ମର ଶରୀର କେ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ବାଟେ ଶେଷ ଦର୍ଶନ ଲାଗି ଯୁଗିଥିଲେ ହଜାର ହଜାର ପ୍ରଶଂସକ। ହ୍ୟୁମାନ ଙ୍କର ବିୟୋଗ ରେ ସଙ୍ଗୀତ ଜଗତ ରେ ଶୋକ ର ଛାୟା ଖେଳି ଯାଇଛେ । ବଲାଙ୍ଗିର ହରେଇଛେ ଗୁଟେ ହୀରା।
ହ୍ୟୁମାନ ଙ୍କର ବିୟୋଗ ରେ ରାଜ୍ୟପାଳ ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଶୋକ ପ୍ରକାଶ।




