ତାଜା ଖବରମନୋରଞ୍ଜନରାଜନୀତି

କଳାକାର ଙ୍କର ଭତ୍ତା ବଢ଼ାଲେ ଓଡ଼ିଶା ସରକାର ।

୪୭ ହଜାର ୭୦୪ କଳାକାର ହେବେ ଉପକୃତ ।

କେନ୍ଦୁଝର;୨୯/୧୨(ମୋର୍ ସମିୟା) ନୂଆ ବଛର ରେ କଳାକାର ଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ କଳାକାର ଙ୍କର ଭତ୍ତା ବୃଦ୍ଧି କଲେ ସରକାର । ୪୦ ରୁ ୮୦ ବର୍ଷୀୟ କଳାକାର ମାନଙ୍କର ଭତ୍ତା ମାସକୁ ୨୦୦୦ ଟଙ୍କା ରୁ ୩୦୦୦ ଟଙ୍କା କେ ବୃଦ୍ଧି କରାଯାଇଛେ । ୮୦ ବର୍ଷ ରୁ ଅଧିକ କଳାକାର ମାନଙ୍କୁ ମାସିକ ଭତ୍ତା ୨୫୦୦ ଟଙ୍କା ରୁ ୩୫୦୦ ଟଙ୍କା ବୃଦ୍ଧି । ଇତାର ଦ୍ଵାରା ୪୭ ହଜାର ୭୦୪ କଳାକାର ଓ ତାଙ୍କର ପରିବାର ହେବେ ଉପକୃତ । ଅଞ୍ଚଳ ର କଳା ସସ୍କୃତି କେ ଆଗକେ ନେବାର ରେ ଗୁଟେ ମୂଖ୍ୟ ଭୂମିକା ନେଇଥିସନ୍ କଳାକାର । ତାହାଙ୍କୁ ଉତ୍ସାହିତ କରବାର ଲାଗି ଆର୍ ଆମର ଅଞ୍ଚଳ ର କଳା ସସ୍କୃତି କେ ଆଗକେ ନେବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କର ଘୋଷଣା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!